କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତSunil Chandra NayakDecember 7, 2022 by Sunil Chandra NayakDecember 7, 20220 ପାପଡାହାଣ୍ଡି,7/12,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ବୁଧବାର କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ | ସ୍ଥାନୀୟ... Read more
ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀSunil Chandra NayakDecember 7, 2022 by Sunil Chandra NayakDecember 7, 20220 ମୟୂରଭଞ୍ଜ -୭/୧୨/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମଉଦା ଗ୍ରାମର ଚାନ୍ଦରାୟ ସୋରେନ (୩୦) ୧୮/୧୧/୨୨ ତାରିଖ ଦିନ ନିଖୋଜ ଥିବା ନେଇ... Read more
ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟSunil Chandra NayakDecember 7, 2022 by Sunil Chandra NayakDecember 7, 20220 ତେନ୍ତୁଳିଖୁଣ୍ଟି -୦୭/୧୨/୨୨-/ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମର ଦେବେନ୍ଦ୍ର ଦୋରା ଙ୍କ ଆଖୁ ବାଡ଼ରେ ନିଆଁ ଲାଗି ଚାରି ରୁ ପାଞ୍ଚ ଏକର... Read more
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !Sunil Chandra NayakDecember 7, 2022 by Sunil Chandra NayakDecember 7, 20220 ରକ୍ଷଣାବେକ୍ଷଣ ଅଭାବ ରୁ ପାଚେରୀ ଭାଙ୍ଗିଲା ତେନ୍ତୁଳିଖୁଣ୍ଟି ୦୭/୧୨ /୨୨/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର... Read more
ମନରେଗା ଯୋଜନାରେ ମେସିନ୍ ଦ୍ବାରା ପୋଖରୀ କାର୍ଯ୍ୟ ଚାଲିଛି Sunil Chandra NayakDecember 7, 2022 by Sunil Chandra NayakDecember 7, 20220 ବିନା ସୁଚନା ଫଳକରେ କାର୍ଯ୍ୟ ଆରମ୍ଭ ରାଇଘର ୭:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମନରେଗା ଯୋଜନାରେ ମହା ଦୁର୍ନୀତି l ବ୍ଲକରେ ଖୁଲମ୍... Read more
ଡାବୁଗାଁରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାSunil Chandra NayakDecember 7, 2022 by Sunil Chandra NayakDecember 7, 20220 ଡାବୁଗାଁ, ୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା... Read more
ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବିSunil Chandra NayakDecember 7, 2022 by Sunil Chandra NayakDecember 7, 20220 ବାଲିଆପାଳ,ଲଙ୍ଗଳେଶ୍ଵର07/12/22-ଓଡିଶା ସରକାରଙ୍କୁ ସାତଟି ଦାବି ପୂରଣ କରିବା ପାଇଁ ଅନ୍ନଦାତା ମହାସଂଘ ବାଲିଆପାଳ ଓ ସୂଚନା ଅଧିକାର ଅଭିଯାନ ତରଫରୁ ବାଲିଆପାଳ ବ୍ଲକ ଆଗରେ... Read more
କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ର ପ୍ରସ୍ତୁତି ବୈଠକSunil Chandra NayakDecember 7, 2022 by Sunil Chandra NayakDecember 7, 20220 ଧର୍ମଗଡ:୭/୧୨/୨୨: କଳାହାଣ୍ଡି ଉତ୍ସବ ଧର୍ମଗଡ ପାଇଁ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ପ୍ରଚାର ପ୍ରସାର କମିଟି ର ପ୍ରଥମ ପ୍ରସ୍ତୁତି ବୈଠକ... Read more
ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩Sunil Chandra NayakDecember 7, 2022 by Sunil Chandra NayakDecember 7, 20220 ଭବାନୀପାଟଣା:୦୬/୧୨ -(ମ.ନି.ସ):- ଭବାନୀପାଟଣା ୦୬/୧୨/୨୦୨୨ ରିଖ (ମଙ୍ଗଳବାର) ଦିନ ବିକାଶ ଗ୍ରୃପ ଅଫ ଇନଷ୍ଟିଚ୍ୟୁସନ, ଭବାନୀପାଟଣା ଶାଖାରେ ଚତୁର୍ଥ ବାର୍ଷିକୋତ୍ସବ ହାରଭଷ୍ଟ – ୨୨-୨୩... Read more
ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାSunil Chandra NayakDecember 7, 2022 by Sunil Chandra NayakDecember 7, 20220 ଉଦଘାଟନୀ ମ୍ୟାଚରେ ମ. ରାମପୁରକୁ ୨-୦ ଗୋଲରେ ହରାଇଲା ବିଷମକଟକ ଲାଞ୍ଜିଗଡ଼,୦୭/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ସ୍ପୋର୍ଟ୍ସ ଏସୋସିଏସନ୍ ଆନୁକୂଲ୍ୟରେ ସର୍ବ ପ୍ରଥମ ଥର ପାଇଁ... Read more