କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତSunil Chandra NayakDecember 7, 2022 by Sunil Chandra NayakDecember 7, 20220 କୋକସରା,୦୭/୧୨- କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଠାରେ ମଙ୍ଗଳବାର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ... Read more
ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକSunil Chandra NayakDecember 7, 2022 by Sunil Chandra NayakDecember 7, 20220 ନବରଙ୍ଗପୁର–(ମସିହା) ଓଡିଶା ରାଜ୍ୟ ରେଡ଼କ୍ରସ ର ନିର୍ଦ୍ଧେଶ ଅନୁସାରେ ନବରଙ୍ଗପୁର ଜିଲ୍ଳା ର ବିଭିନ୍ନ ଯୁକ୍ତଦୁଇ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟ ରେ... Read more
ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବSunil Chandra NayakDecember 7, 2022 by Sunil Chandra NayakDecember 7, 20220 କୋକସରା,୭/୧୨-ପୁଣି ଗାଁକୁ ଫେରିଛି ଜଣେ ଦାଦନ ଶ୍ରମିକ ଙ୍କ ଶବ । ଯୁଆନ ପୁଅର ଶବକୁ ଦେଖି ମା, ଭଉଣୀ ପରିଜନ ମହିଳାଙ୍କ ଛାତି... Read more
କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତSunil Chandra NayakDecember 7, 2022 by Sunil Chandra NayakDecember 7, 20220 ପାପଡାହାଣ୍ଡି,7/12,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ବୁଧବାର କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ | ସ୍ଥାନୀୟ... Read more
ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀSunil Chandra NayakDecember 7, 2022 by Sunil Chandra NayakDecember 7, 20220 ମୟୂରଭଞ୍ଜ -୭/୧୨/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମଉଦା ଗ୍ରାମର ଚାନ୍ଦରାୟ ସୋରେନ (୩୦) ୧୮/୧୧/୨୨ ତାରିଖ ଦିନ ନିଖୋଜ ଥିବା ନେଇ... Read more
ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟSunil Chandra NayakDecember 7, 2022 by Sunil Chandra NayakDecember 7, 20220 ତେନ୍ତୁଳିଖୁଣ୍ଟି -୦୭/୧୨/୨୨-/ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମର ଦେବେନ୍ଦ୍ର ଦୋରା ଙ୍କ ଆଖୁ ବାଡ଼ରେ ନିଆଁ ଲାଗି ଚାରି ରୁ ପାଞ୍ଚ ଏକର... Read more
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !Sunil Chandra NayakDecember 7, 2022 by Sunil Chandra NayakDecember 7, 20220 ରକ୍ଷଣାବେକ୍ଷଣ ଅଭାବ ରୁ ପାଚେରୀ ଭାଙ୍ଗିଲା ତେନ୍ତୁଳିଖୁଣ୍ଟି ୦୭/୧୨ /୨୨/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର... Read more
ମନରେଗା ଯୋଜନାରେ ମେସିନ୍ ଦ୍ବାରା ପୋଖରୀ କାର୍ଯ୍ୟ ଚାଲିଛି Sunil Chandra NayakDecember 7, 2022 by Sunil Chandra NayakDecember 7, 20220 ବିନା ସୁଚନା ଫଳକରେ କାର୍ଯ୍ୟ ଆରମ୍ଭ ରାଇଘର ୭:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମନରେଗା ଯୋଜନାରେ ମହା ଦୁର୍ନୀତି l ବ୍ଲକରେ ଖୁଲମ୍... Read more
ଡାବୁଗାଁରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାSunil Chandra NayakDecember 7, 2022 by Sunil Chandra NayakDecember 7, 20220 ଡାବୁଗାଁ, ୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା... Read more
ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବିSunil Chandra NayakDecember 7, 2022 by Sunil Chandra NayakDecember 7, 20220 ବାଲିଆପାଳ,ଲଙ୍ଗଳେଶ୍ଵର07/12/22-ଓଡିଶା ସରକାରଙ୍କୁ ସାତଟି ଦାବି ପୂରଣ କରିବା ପାଇଁ ଅନ୍ନଦାତା ମହାସଂଘ ବାଲିଆପାଳ ଓ ସୂଚନା ଅଧିକାର ଅଭିଯାନ ତରଫରୁ ବାଲିଆପାଳ ବ୍ଲକ ଆଗରେ... Read more