ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାSunil Chandra NayakSeptember 10, 2022 by Sunil Chandra NayakSeptember 10, 20220 ଗୋଳାମୁଣ୍ଡା/୯/୯/ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନିକଟସ୍ଥ ସୁକୁନିମୁଣ୍ଡା ବିଜୁ ଏସ୍କପ୍ରେସ ୱଏ ରେ ଆଜି ଅପରାହ୍ନ ୪ଟା ପରେ ସଡ଼କ ଦୁର୍ଘଟଣାରେ ଏକ... Read more
ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର Sunil Chandra NayakSeptember 10, 2022 by Sunil Chandra NayakSeptember 10, 20220 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇରପଦର ପ୍ରାଥମିକ କୃଷି ସେବା ସମବାୟ ସମିତି ରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ରେ... Read more
କିସ୍ ଶିକ୍ଷାନୁଷ୍ଠାନକୁ ଜାତିସଂଘର ସର୍ବଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଉତ୍ସବ ପାଳିଲେ ଆଦିବାସୀSunil Chandra NayakSeptember 10, 2022 by Sunil Chandra NayakSeptember 10, 20220 ମ.ରାମପୁର,୦୯/୦୯(ମସୀହା): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ସ୍ଥିତ କିସ୍ ଶିକ୍ଷାନୁଷ୍ଠାନକୁ ଜାତି ସଂଘ ତରଫରୁ ବିଶ୍ଵ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ... Read more
ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଲନ ଅବସରରେ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନSunil Chandra NayakSeptember 10, 2022 by Sunil Chandra NayakSeptember 10, 20220 ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସି ପୁରସ୍କାର- ୨୦୨୨ କିସ୍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ... Read more
ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟରSunil Chandra NayakSeptember 9, 2022 by Sunil Chandra NayakSeptember 9, 20220 ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ଛାତ୍ର ସଙ୍ଘ କନ୍ଧମାଳ ର ମିଳିତ ସହଯୋଗରେ ଫୁଲବାଣୀ ଟାଉନ ଅମଲାପଡା ହନୁମାନ... Read more
ଏଫ ସି ଆଇ ଛକରେ ଚୋରି କରିଥିବା ଦୁଇ ଜଣ ଯୁବକ କୁ ଗିରଫ କଲା ପୋଲିସSunil Chandra NayakSeptember 9, 2022September 9, 2022 by Sunil Chandra NayakSeptember 9, 2022September 9, 20220 ଫୁଲବାଣୀ -: ଗତକାଲି ରାତିରେ ଫୁଲବାଣୀ ଏଫ ସି ଆଇ ଛକ ନିକଟରେ ଥିବା ଏକ ଦୋକାନ ରୁ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ... Read more
ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅSunil Chandra NayakSeptember 9, 2022 by Sunil Chandra NayakSeptember 9, 20220 ବ୍ୟୁରୋ _ ତା ୦୮.୦୯.୨୨ ରିଖ – ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୦୮.୦୯.୨୨... Read more
ମୋ ଅନୁଷ୍ଠାନ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଲା ଗୁରୁବ୍ରହ୍ମା ସମ୍ମାନ -୨୦୨୨ Sunil Chandra NayakSeptember 9, 2022 by Sunil Chandra NayakSeptember 9, 20220 ବାଲେଶ୍ଵର,୦୯/୯/୨୨- କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ଚକ୍ରଧର ସେନାପତି ଓ ସାବିତ୍ରୀ ସେନାପତିଙ୍କ ସୁଯୋଗ୍ୟ ସନ୍ତାନ ତଥା ତେଲକୋଇ ବ୍ଲକ ନିକଟସ୍ଥ... Read more
ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍Sunil Chandra NayakSeptember 9, 2022 by Sunil Chandra NayakSeptember 9, 20220 ମୟୂରଭଞ୍ଜ -୦୮/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ବର୍ଷିୟାନ ଖବର କାଗଜ ଏଜେଣ୍ଟ ଓ ବିତରକ ଭୋଳାନାଥ ଶର୍ମା ପ୍ରତିଦିନ ଭଳି ଗୁରୁବାର ବସଷ୍ଟାଣ୍ଡରେ... Read more
ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?Sunil Chandra NayakSeptember 9, 2022 by Sunil Chandra NayakSeptember 9, 20220 ଜୀବନର ମାନେ କଣ? ଉପେନ୍ଦ୍ର କୁମାର ବସ୍ତିଆ ଅନେକ ଥର ପ୍ରଶ୍ନ ଆସେ ମନକୁ ଜୀବନର ମାନେ କଣ ? ଯାତନା ,ଲାଞ୍ଛନା,ନିର୍ଯାତନା ନା... Read more