ବିଡ଼ିଓ ଓ ୩ କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନାSunil Chandra NayakJuly 15, 2022 by Sunil Chandra NayakJuly 15, 20220 କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକେୟ ଙ୍କୁ ରାଜସ୍ୱ ବିଭାଗ କୁ ବଦଳି ହେଇଥିବା ବେଳେ ବ୍ଲକ ର... Read more
ଯୁବ ସମାଜସେବୀ ଗତିକୃଷ୍ଣଙ୍କ ନିଆରା ଢଙ୍ଗରେ ୪୦ ତମ ଜନ୍ମଦିନ ପାଳନSunil Chandra NayakJuly 15, 2022 by Sunil Chandra NayakJuly 15, 20220 ମୟୂରଭଞ୍ଜ ୧୫/୦୭/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମ ନିବାସୀ ଯୁବ ସମାଜସେବୀ,ଉତ୍ସାହୀ ରକ୍ତଦାତା ତାଙ୍କର ୪୦ ତମ ଜନ୍ମଦିନକୁ ନିଆରା... Read more
ଜିଲ୍ଲା କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନSunil Chandra NayakJuly 15, 2022 by Sunil Chandra NayakJuly 15, 20220 ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସାର ଦୋକାନକୁ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ... Read more
ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନSunil Chandra NayakJuly 15, 2022 by Sunil Chandra NayakJuly 15, 20220 ମୟୂରଭଞ୍ଜ – ୧୫/୭/୨୨(ମସିହା) ଓଡିଶାରେ ଚାରିଆଡ଼େ ମାଳ ମାଳ ସ୍କୁଲ । କେଉଁଠି ଶିକ୍ଷକ ନାହାନ୍ତି, କେଉଁଠି ପିଲା ସଂଖ୍ୟା କମ ତ କେଉଁଠି... Read more
ଶିକ୍ଷକ ଙ୍କ ମାଡ଼ ରେ ଭାଙ୍ଗିଲା ଛାତ୍ର ର ହାତSunil Chandra NayakJuly 15, 2022 by Sunil Chandra NayakJuly 15, 20220 ଚନ୍ଦାହାଣ୍ଡି 15/7 –ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଉମେଶ ସୁନାନୀ ଙ୍କ ମାଡ଼ରେ... Read more
କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନାSunil Chandra NayakJuly 15, 2022 by Sunil Chandra NayakJuly 15, 20220 ମୟୂରଭଞ୍ଜ -୧୬/୦୭/୨୨ (ମସିହା) କଟକ ଜିଲ୍ଲା ନିଶ୍ଚିନ୍ତପୁର ଗ୍ରାମର ଦୁଃସାହସୀ ଯୁବ ସମାଜସେବୀ ଅଜୟ ବେହେରା (୪୦) ଗତ ଜୁଲାଇ ୬ ତାରିଖରୁ କଟକରେ... Read more
କେସିଙ୍ଗା ନିକଟ ମଶାଣିମୁଣ୍ଡା ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକSunil Chandra NayakJuly 15, 2022 by Sunil Chandra NayakJuly 15, 20220 କେସିଙ୍ଗା,୧୫.୭୨୨(ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣିମୁଣ୍ଡା ମଦଭାଟି ନିକଟରୁ ଆଜି ଜଣେ ବ୍ୟକ୍ତି ଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି... Read more
ରୋଗ ଶଯ୍ୟାରେ ପରିବାର ମୁଖିଆ ପ୍ରସଙ୍ଗ ,ଦିବାକର ଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଲେ ସିଡିଏମଓSunil Chandra NayakJuly 15, 2022 by Sunil Chandra NayakJuly 15, 20220 କଲମପୁର,୧୫/୭(ମସିହା) କଲମପୁର ବ୍ଲକ ଦେପୁର ପଞ୍ଚାୟତ ଅନ୍ତର୍ଗତ ବଙ୍କାପଲା ଗ୍ରାମର ଦିବାକର କୁମାର (୫୨) ଦୀର୍ଘ ଏକ ବର୍ଷ ହେବ ରୋଗ ଶଯ୍ୟାରେ ପଡି... Read more
ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଓ ସଚେତନ ନାଗରିକ ମଞ୍ଚ ତରଫରୁ କଳମପୁର ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନSunil Chandra NayakJuly 15, 2022 by Sunil Chandra NayakJuly 15, 20220 କଳମପୁର,୧୫/୭/ (ମସିହା) କଳମପୁର ବ୍ଳକ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଓ ସଚେତନ ନାଗରିକ ମଞ୍ଚ ତରଫରୁ ଗୁରୁବାର ଦିନ କଳମପୁର ତହସିଲଦାରଙ୍କ ଜରିଆରେ... Read more
ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତSunil Chandra NayakJuly 15, 2022 by Sunil Chandra NayakJuly 15, 20220 ଭବାନୀପାଟଣା ତା ୧୫.୭.୨୦୨୨: (ମ ନି ସ ) ଆଜି ସ୍ଥାନୀୟ ଭବାନୀପାଟଣା ସ୍ଥିତ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ର ଠାରେ ଜିଲ୍ଲା ନିୟୋଜନ... Read more