ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର
ନବରଙ୍ଗପୁର:- (ମସିହା)୨୬ ନଭେମ୍ବର ଦିନ ‘ଜାତୀୟ ସମ୍ବିଧାନ ଦିବସ’ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା “ଓଡିଶା ସାମ୍ୱାଦିକ ସଙ୍ଘ” (ଓଜେୟୁ) ତରଫରୁ ମୁଖ୍ୟମନ୍ତ୍ରୀଙ୍କ...
