ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

Sunil Chandra Nayak
ଧର୍ମଗଡ:୧୫/୧୧/୨୨:  ଧର୍ମଗଡ ବ୍ଲକ ବଡଫୁର୍ଲା ଗ୍ରାମ ସ୍ଥିତ ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ...

ଜୁନାଗଡ଼ କନ୍ୟାଶ୍ରମ ରେ କ୍ଲଷ୍ଟର ସ୍ତରୀୟ ସର୍ଗିଫୁଲ ଅନୁଷ୍ଠିତ

Sunil Chandra Nayak
 ଜୁନାଗଡ଼,୧୬/୧୧(ମ ନି ସ) ଜୁନାଗଡ଼ ସରକାରୀ ବାଳିକା ଉଚ୍ଚ ଵିଦ୍ୟାଳୟ(କନ୍ୟାଶ୍ରମ) ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଅନୁଷ୍ଠିତ ହୋଇଯାଇଛ। ପ୍ରଧାନ ଶିକ୍ଷୟିତ୍ରୀ...

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak
 କାମାକ୍ଷାନଗର 18/11/22 (ମସିହା )ଆଧୁନିକର ଚାକଚକ୍ୟ ଭିତରେ ଆଜିର ଏକବିଂଶ ଶତାବ୍ଦୀର ଶିକ୍ଷିତ ସଭ୍ୟ ସମାଜ ଚାକିରୀ ପଛରେ ଗୋଡାଉଥିଲା ବେଳେ ଏମିତି କିଛି...

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ

Sunil Chandra Nayak
କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ମାନଙ୍କ ଜନନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ...

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

Sunil Chandra Nayak
ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ୫୬ ତମ ଜାତୀୟ ପ୍ରେସ ଡେ ୨୦୨୨ ପାଳନ ହୋଇଯାଇଛି।...

ଫୁଲବାଣୀ ପ୍ରେସକ୍ଳବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak
ଫୁଲବାଣୀ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଙ୍କର ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରେସକ୍ଳବ ଠାରେ ଗତକାଲି ବୁଧବାର ଦିନ ୫୬ ତମ ଜାତୀୟ ପ୍ରେସ ଦିବସ...

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak
ରାଇରଙ୍ଗପୁର-୧୭/୧୧/୨୨ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ବାମନଘାଟୀ ଉପଖଣ୍ଡ ଜିଲ୍ଲା ସଦର ମହକୁମା ଠାରୁ ୮୫ କିମି ଦୂର ।ତଥା ସିମାନ୍ତ ତିରିଂ ବ୍ଳକରୁ...

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

Sunil Chandra Nayak
ନୂଆପଡା, ଖଡ଼ିଆଳ ବ୍ଳକ ଅନ୍ତର୍ଗତ ବିଜେପୁର ଖେଳ ପଡିଆ ଠାରେ ଦୂତୀୟ ତମ ଖଗପତି ପାନ ମେମୋରୀୟଲ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଗୁରୁବାର ପଞ୍ଚମ ଦିନରେ...

ଜଳ ବିଭାଜିକା ତରଫରୁ କମିଟି ଗଠନ ରେ ବିଭାଗୀୟ ଅଧିକାରୀ ଙ୍କ ଅନିୟମିତତା ଓ ପକ୍ଷପାତ ଅଭିଯୋଗ

Sunil Chandra Nayak
ନୂଆପଡ଼, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ କମିଟି ଗଠନ ରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା...
error: Content is protected !!