ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା 

କଟକ : ଶ୍ରୀମନ୍ଦିରର ଚାରି ଦୁଆର ଖୋଲା ସରିଛି । ଆଗକୁ ମଧ୍ୟ ରତ୍ନ ଭଣ୍ଡାର ଖୋଲା ହେବ ବୋଲି ଘୋଷଣା ସରିଛି। ଏହି ଚାରି ଦୁଆର ଖୋଲିବାରେ ଜଗନ୍ନାଥ ସେନାର ଆବାହକ ଶ୍ରୀଯୁକ୍ତ ପିକୁ ପଟ୍ଟନାୟକଙ୍କର ଭୂମିକା ସର୍ବାଗ୍ରେ ରହିଛି । ସବୁବେଳେ ଶ୍ରୀମନ୍ଦିରର ଉଚିତ୍ କାର୍ଯ୍ୟଧାରା ପାଇଁ ସେ ଆବେଦନ କରିଥାନ୍ତି । ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ପଟ୍ଟନାୟକଙ୍କୁ ପୁରୀର ଜଗତ ପ୍ରତିହାରୀ ଜାଗା ପୀଠ ଠାରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି,ଜୟଦେବ ରାଉତ, ଉମାକାନ୍ତ ମହାରଣା, ଭାବଗ୍ରାହୀ ସାହୁ ଓ ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଧର୍ମଗଡ ଗ୍ରସ୍ତ ,ଭଣ୍ଡାର ଘରଣୀ ମନ୍ଦିର ର ଉନ୍ନତି କରଣ ପାଇଁ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ର ଅନୁଦାନ ଘୋଷଣା

Sunil Chandra Nayak

ପୁରୁଣା ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!