ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସ ଙ୍କ କୃତିତ୍ୱ 

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସ ଙ୍କ କୃତିତ୍ୱ 

ରାଉରକେଲା: ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ରାଉରକେଲା ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ଦାସ, ଜିଲ୍ଲା ସ୍ତରୀୟ ମହକ ପ୍ରତିଯୋଗିତା ରେ ହୋଇଥିବା ବକୃତା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ । ପରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ବକୃତା ପ୍ରତିଯୋଗୀତାରେ ରେ ଭାଗ ନେଇ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ବିଜୟୀ ରୂପେ ପୁରସ୍କୃତ ହୋଇଛନ୍ତି lତେଣୁ ଶ୍ରଦ୍ଧା ଦାସ ଙ୍କୁ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସମସ୍ତ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

masiha

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

masiha

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

masiha

Leave a Comment

error: Content is protected !!