ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦରପୁରରେ ମେଧାବୀ ମାଟ୍ରିକ ଶିକ୍ଷାର୍ଥୀଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ 

କନ୍ଦରପୁରରେ ମେଧାବୀ ମାଟ୍ରିକ ଶିକ୍ଷାର୍ଥୀଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ 

କଟକ : ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ୱତୀ କଳା ପରିଷଦ କନ୍ଦରପୁର,ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସୋଗଲ ଓ ପ୍ରେମଲତା ଚାରିଟେବୁଲ ଟ୍ରଷ୍ଟ ଆଳି ପକ୍ଷରୁ କଟକ ସଦର ଏବଂ ବାରଙ୍ଗ ବ୍ଲକ୍ ସ୍ତରୀୟ ମାଟ୍ରିକ ଉତ୍ତୀର୍ଣ୍ଣ ମେଧା ବିଦ୍ୟାର୍ଥୀ ମାନଙ୍କୁ ସଂବର୍ଦ୍ଧନା ପ୍ରଦାନ ଉତ୍ସବ ଫୁଲ ମା’ ମାର୍କେଟ କମ୍ପ୍ଲେକ୍ସ କନ୍ଦରପୁର ଠାରେ ଅନୁଷ୍ଠିତ ହୋଇ ଉତ୍ସଵରେ ୬୦ ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ମେଧାବୀ ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ 

masiha

୨୬ ପଞ୍ଚାୟତକୁ ୪ ଜଣ କନିଷ୍ଠ ଯନ୍ତ୍ରୀ : ଉନ୍ନୟନ କାର୍ଯ୍ୟ ଠପ ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

masiha

ସୁପ୍ରଷିଦ୍ଧ ହୃଦରୋଗ ବିଶେଷଜ୍ଞ ଡା ମହେନ୍ଦ୍ର ନାଥ ଦାସଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!