ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନ୍ଦୁର ଗୌରୀ ଗ୍ରାମର ଘର ଭୁଷୁଡିଲା 

ସିନ୍ଦୁର ଗୌରୀ ଗ୍ରାମର ଘର ଭୁଷୁଡିଲା 

ରାଇରଙ୍ଗପୁର -୨/୦୯ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଭାଲୁଵସା ପଞ୍ଚାୟତର ସିନ୍ଦୁର ଗୌରୀ ଗ୍ରାମର ମାଧୁରୀ ଦାସଙ୍କ ଘରର କାନ୍ଥ ଲଗାଣ ବର୍ଷାରେ ଭୁଷୁଡି ପଡିଛି ।ପୋଲିଥିନ ମିଳିଛି ଛାତ ‌ଚାରିଆଡେ ଓଦା ।ଲୁଗାପଟା, ଆସବାବପତ୍ର ନଷ୍ଟ ହୋଇଛି ।କାନ୍ଥ ମାଟି ତଳେ ପଡିକାଦୁଅ ପଚପଚ ।ରାତିହେଲେ ସାପବେଙ୍ଗକୁ ଡର ।ତେଣୁ ପ୍ରଶାସନ ତୁରନ୍ତ ତଦନ୍ତ କରି ସହାୟତା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି 

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Sunil Chandra Nayak

ଇଲେଭେନ ରୋୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚମ୍ପିୟାନ 

masiha

ଆସ ଖୋଜିବା – ନେଇ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!