ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ ୮/୯ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଦଧିବ।ମନ ମନ୍ଦିର ପରିସରରେ ରବିବାର ଦିନ ଏକ ପଣ୍ଡିତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଧିବାମନ ମନ୍ଦିରର ବଡ଼ ପଣ୍ଡା ନଳିନୀ ରଞ୍ଜନ ବଡ଼ ପଣ୍ଡା ଙ୍କ ସଭାପତିତ୍ୱରେ ଜ୍ୟୋତିର୍ବିଦ ପଣ୍ଡିତ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ , ଫକୀର ନାରାୟଣ ପଟ୍ଟଯୋଶୀ , ମଧୁସୂଦନ ପୁରୋହିତ ଏବଂ ଫକୀର ପାତ୍ର ଙ୍କ ଉପସ୍ଥିତିରେ ନବାନ୍ନ ଲଗ୍ନ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସେପ୍ଟେମ୍ବର ୧୫ ତାରିଖ ସକାଳ ୯ ଟା ୪୯ ମିନିଟ ଗତେ ୧୦ ଟା ୩ ମିନିଟ ମଧ୍ୟେ ତୁଲା ଲଗ୍ନନେ ବୃଷ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ନିକଟରେ ନବାନ୍ନ ଲାଗି ହେବ ବୋଲି ପୂର୍ବତନ ନଗର ପାଳ ମାଣିକ ଚାନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

masiha

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ 

masiha

Leave a Comment

error: Content is protected !!