ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ ୮/୯ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଦଧିବ।ମନ ମନ୍ଦିର ପରିସରରେ ରବିବାର ଦିନ ଏକ ପଣ୍ଡିତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଧିବାମନ ମନ୍ଦିରର ବଡ଼ ପଣ୍ଡା ନଳିନୀ ରଞ୍ଜନ ବଡ଼ ପଣ୍ଡା ଙ୍କ ସଭାପତିତ୍ୱରେ ଜ୍ୟୋତିର୍ବିଦ ପଣ୍ଡିତ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ , ଫକୀର ନାରାୟଣ ପଟ୍ଟଯୋଶୀ , ମଧୁସୂଦନ ପୁରୋହିତ ଏବଂ ଫକୀର ପାତ୍ର ଙ୍କ ଉପସ୍ଥିତିରେ ନବାନ୍ନ ଲଗ୍ନ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସେପ୍ଟେମ୍ବର ୧୫ ତାରିଖ ସକାଳ ୯ ଟା ୪୯ ମିନିଟ ଗତେ ୧୦ ଟା ୩ ମିନିଟ ମଧ୍ୟେ ତୁଲା ଲଗ୍ନନେ ବୃଷ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ନିକଟରେ ନବାନ୍ନ ଲାଗି ହେବ ବୋଲି ପୂର୍ବତନ ନଗର ପାଳ ମାଣିକ ଚାନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ଦିନ ର ଦାବୀ ପରେ ,ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ଯୋଗ ଦେଲେ ୪ ବିଶେଷଜ୍ଞ ଡ଼ାକ୍ତର 

masiha

କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ଯାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ” ବିଶ୍ବ ବନ ଦିବସ” ବାଳସି ବିଦ୍ୟାଳୟ ପୁରସ୍କୃତ 

masiha

ବେଦାନ୍ତ କର୍ତୃପକ୍ଷଙ୍କ ଦ୍ୱାରା ଆଦିବାସୀଙ୍କ ଧରଣୀଗୁଡ଼ିକୁ ଅସମ୍ମାନ ରାସ୍ତାରେ ଧାରଣା ଦେଲେ କେନ୍ଦୁବର୍ଡି ଗ୍ରାମବାସୀ

masiha

Leave a Comment

error: Content is protected !!