ନୂଆପଡ଼ା -ନୂଆପଡା ଜିଲ୍ଲା ସିଂଘଝର ମଣ୍ଡିରେ ପୂର୍ବରୁ ୬୦ ବସ୍ତା ଧାନ ଆଣି ପକାଇଥିବା ବେଳେ ଗାଡି ନଂମ୍ବର ଓଡ଼ି-୦୮ ୫୪୭୨ ରେ ପୁଣି ୬୦ ବସ୍ତା ଧାନ ଆଣି ପକାଉଥିବା ବେଳେ ମିଳିତ ରୂପେ ଚଢ଼ାଉ କରିଥିଲେ। ଘଟଣାରୁ ପ୍ରକାଶ ଯେ, ଧ୍ଵଲେଶ୍ବର ସା ନାମକ ବ୍ୟକ୍ତି ଆଣି ଧାନ ପକାଉଥିବା ବେଳେ ଗୋପାଳ ଦାଶ୍ ଙ୍କ ନାମରେ ଧାନ ବିକ୍ରିର ଲକ୍ଷ ରହିଥିବା ଜଣାପଡିଅଛି।ଧ୍ଵଲେଶ୍ବର ସା ଙ୍କ ଟୋକନ ସିନାପାଲି ମନ୍ଦିରେବିଥିବା ବେଳେ ଗୋପାଳ ଦାଶ୍ ଙ୍କ ଧାନ ହୋଇନଥିବା ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠି ପ୍ରକାଶ କରିଛନ୍ତି। ସିନାପାଲି ତାହସିଦାର ଲୋକନାଥ ଶବର, ସିନାପାଲି ଯୋଗାଣ ଅଧିକାରୀ ଯୋଗ ଦେଇଥିଲେ। (ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ)