ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାର ଉପାନ୍ତ ଅଂଚଳରେ 17 ଟି ମୋବାଇଲ୍‌ ଟାୱାର୍‌ ଅନୁମୋଦନ

ନବରଙ୍ଗପୁର, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତର ଆସି ଭୁବ‌ନେଶ୍ବରରେ ପହଞ୍ଚି ଅଶୋକ ନଗରସ୍ଥିତ ବିଏସ୍‌ଏନ୍‌ଏଲ୍‌ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଭାରଚୁଆଲ ମାଧ୍ୟମରେ ଗ୍ରାମାଞ୍ଚଳରେ ୩୯୩୩ଟି ମୋବାଇଲ୍‌ ଟାୱାର ଓ ୨୦୭ଟି ‌ନୂତନ ପୋଷ୍ଟ ଅଫିସର ଉଦ୍‌ଘାଟନ କରିଛନ୍ତି । ସେଥିରେ ନବରଙ୍ଗପୁର ଜିଲ୍ଲାରେ 17 ଗୋଟି ମୋବାଇଲ ଟାୱାର ସାମିଲ ହୋଇଛି l ମୋବାଇଲ ଟାୱାର ଉଦଘାଟନ ଦ୍ୱାରା ଦୁର୍ଗମ ଅଂଚଳର ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଉତ୍ତମ ନେଟୱାର୍କ ମୋବାଇଲ ସେବା ପାଇପାରିବେ l କେନ୍ଦ୍ରମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଆସିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ନେଟ ୱାର୍କ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ସହ ପୂର୍ବତନ ସାଂସଦ ବଲଭଦ୍ର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ପ୍ରମୁଖ ଆଲୋଚନା କରି ଜିଲ୍ଲାର ଉପାନ୍ତ ଅଂଚଳରେ ମୋବାଇଲ ଟାୱାର ବସାଇବାକୁ ଅନୁରୋଧ କରିଥିଲେ l ନବରଙ୍ଗପୁର ବି ଏସ ଏନ ଏଲ କାର୍ଯ୍ୟାଳୟ ପରିସରରେ ଭାରଚୁଆଲ ମାଧ୍ୟମରେ ଟାୱାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର 17 ଗୋଟି ରାଜସ୍ୱ ଗ୍ରାମ ଯଥା କୁଆମ୍ବ, ଝାଳିଆଗୁଡା, କୋନିକା, ମୁଣ୍ଡାପଦର, ଟାଙ୍ଗିନୀ, ତେ ନତିଲିଗୁଡା, ତୋରଙ୍ଗା, ଭିତରକାରମାରୀ , ଆମ୍ବଟାପସ, ବାଗ୍ରା, ଗୌର କୁରୁମୁଲି, ଗୋଡିଗାଁ , ପଙ୍ଗନାମାରା, ପୋଡା ଆଉଁଳି, ତାଙ୍ଗନିକୋଟ, ମୁଣ୍ଡାଗୁଡା ଓ ତଭା ପଦର ଗ୍ରାମ ଗୁଡିକରେ ବି ଏଡ଼ ଏନ ଏଲ ଟାୱାର ବସାଯିବ l ଟେଲି କମ ଓ ଆଇଟି ସେକ୍ଟର ରେ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ର ଜନ ସାଧାରଣଙ୍କ ସାମଗ୍ରୀକ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ l ନବରଙ୍ଗପୁର ଜିଲ୍ଲାରେ ମୋବାଇଲ ଟାୱାର ମଞ୍ଜୁରୀ କରିଥିବାରୁ ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ମହିଳା ନେତ୍ରୀ ଶର୍ମିଷ୍ଠା ଦେଓ, ଅରୁଣ ପୂଜାରୀ, ଦେବଦାସ ମାହାଙ୍କୁଡ ପ୍ରମୁଖ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଭାରଚୁଆଲ କାର୍ଯ୍ୟକ୍ରମରେ ବି ଏସ ଏନ ଏଲ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ lମଧୁସୂଦନ ସାହୁ ନବରଙ୍ଗପୁର

Related posts

Sunil Chandra Nayak

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

ଦଶମ ପରୀକ୍ଷାର୍ଥୀ ଅନୁପସ୍ଥିତ ଘଟଣା ପରେ ପଦକ୍ଷେପ: ସ୍କୁଲ୍‌ ନ ଆସିଲେ ମିଳିବନି ସାଇ‌କେଲ୍‌

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort