ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ବୌଦ୍ଧ – ୨୯ା୧୦ – ଆଜି ଡ. ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ତାରିଖରେ ହେବାକୁଥିବା ଜନ୍ମଦିନ ଉପଲକ୍ଷେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନତା ମଧ୍ୟରେ ଏକତା ବାର୍ତା ଦେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତି ଭୋଇ, ଅକ୍ଷୟ କୁମାର ପ୍ରଧାନ,ଶିବାନନ୍ଦ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଉପଲକ୍ଷେ ୩୧ ଅକ୍ଟୋବର ଦିନ ରାଷ୍ଟ୍ରୀୟ ଏକତା ପର୍ବ ,ଏକତା ପାଇଁ ଗଣଦୌଡ ପ୍ରଭୃତି ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

ଆଜି ଆମପାଣି ବୁଢ଼ାରଜା ଙ୍କ ଦଶହରା, ଏହି ଦଶହରା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଏକ ସମାବେଶ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!