ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

ଭବାନୀ ପାଟଣା /  ବିଶ୍ୱ ଶାନ୍ତି ସମାବେଶ ଆଗାମୀ ଦିନ ରେ ଦକ୍ଷିଣ କୋରିଆ ର ବୁସାନ ରେ ଅନୁଷ୍ଠିତ ହେବ । ଏଥିପାଇଁ ବିଶ୍ୱ ଶାନ୍ତି ସଂଗଠନ ର ପ୍ରତିନିଧି ଦଳ ରାଜ୍ୟ ସଭା ସାଂସଦ ଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି । ଏହିପ୍ରତିନିଧି ଦଳ ରେ ଭାରତ ର ଏଚ ଡପ୍ଲୁପିଏଲ ଶାଖା ର ମୁଖ୍ୟ ନିର୍ଦେଶକ ,ଦକ୍ଷିଣ ଏସିଆ ସଂଯୋଜକ ନୀଳମାଧଵ ସିଂ ଦେଓ ପ୍ରମୁଖ ସାମିଲ ଥିଲେ । ପରିଚାଳନା ନିର୍ଦେଶକ ଜୋସେଫ ଲି , ଆନ୍ତର୍ଜାତିକ ଆଇନ ବିଭାଗ ର ପଶ୍ଚିମ ବୁସାନ ଶାଖା ର ଅଧଖ୍ୟା ରୋସାଳିନ ଏସଇଓ ପ୍ରମୁଖ ସାମିଲ ଥିଲେ । ରାଜ୍ୟସଭା ସାଂସଦ ଏବଂ ଦକ୍ଷିଣ ଏସିଆ ସଂଯୋଜକ ଓଡିଶା ରେ ଶାନ୍ତି ଓ ଅନ୍ତର୍ଜାତୀୟ ସଂସ୍କୃତି ନେଇ କାର୍ଯ୍ୟ କରିବା କୁ ଅନୁରୋଧ କରିଥିଲେ । 

କିଶନ ଶର୍ମା, ଭବାନୀ ପାଟଣା 

Related posts

ଭ୍ରମର ବାଗ ଙ୍କ କବିତା ଯନ୍ତ୍ରଣା… ନିରପେକ୍ଷ ବାଦୀର

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଗାଧୁଆ ପୂନୀ 

Sunil Chandra Nayak

ମିନତୀ ମିଶ୍ର ଙ୍କ କବିତା ଭୁଲ

Sunil Chandra Nayak

Leave a Comment

error: Content is protected !!