ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ କୁ ଗାଧୋଇବା କୁ ଯାଇ ଶିଶୁ କନ୍ୟା ମୃତ : ଅପମୃତ୍ୟୁ ମାମଲା ରୁଜୁ

ତେନ୍ତୁଳିଖୁଣ୍ଟି ୦୩/୦୪/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ର ପରଜା କାମତା ରେ ଏକ ଅଘଟଣ ଘଟି ଯାଇଛି। ଗୀତାଞ୍ଜଳି ଜାନୀ (୭)ଗ୍ରାମ ର ପୋଖରୀ କୁ ଗାଧୋଇବା କୁ ଯାଇ ଥିଲା କିନ୍ତୁ ଅସାବଧାନତା ବଶତଃ ଗୋଡ଼ କୌଣସି ପଙ୍କିଳ ସ୍ଥାନରେ ଲାଗିଯିବାରୁ ଆଉ ବାହାରି ପାରିନଥିବା କୁହାଯାଉଛି। ଖବର ପାଇ ଗ୍ରାମବାସୀ ପରେ ତାକୁ ଉଦ୍ଧାର କରିଲେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଲେ କିନ୍ତୁ ଜୀବନ ବାୟୁ ଉଡି ଯାଇଥିଲା। ମୃତକ ବାଳିକା ଗୀତାଞ୍ଜଳି ର ବାପା ଙ୍କ ନାମ ତୈଳ ଜାନୀ ଓ ମା ଙ୍କ ନାମ ବତୀ ଜାନୀ। ୟୁ ଡି କେଶ 4/2023 ରେ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ବନମାଳୀ ମାଝୀ ପ୍ରକାଶ କରିଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଘଟଣା କୁ ଚପାଇଦେବାପାଇଁ ଅଧିକାରୀ ମାନେ ନିର୍ଯାତନା ହେଇଥିବା ଦାଦନ ଶ୍ରୀମିକ ମାନଙ୍କୁ ସାଧକାଗଜ ରେ ଦସ୍ତଖତ କରାଇଲେ 

masiha

ଜୁନାଗଡ଼ ଅଂଚଳରେ ମନ୍ଥର ଗତିରେ ଚାଲିଛି ଧାନ କିଣା, ଆସୁନାହିଁ ଗାଡି ,ଚିନ୍ତାରେ ଚାଷୀ

Sunil Chandra Nayak

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

masiha

Leave a Comment

error: Content is protected !!