ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

ଆଜି ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଦୋକାନୀମାନଙ୍କୁ ସଚେତନତା କରାଯାଇଥିଲା। ଦୋକାନୀମାନଙ୍କର ଟ୍ରେଡ୍ ଲାଇସେନ୍ସ ନମ୍ବର ଓ ଦୋକାନ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ସଚେତନତା କରାଯାଇଥିଲା। ଯେଉଁ ଦୋକାନୀମାନେ ନ ଲେଖିବେ ତାକୁ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଦିତୀୟ ବାର ଭୁଲ କଲେ ପଚିଶ ହଜାର ଟଙ୍କା ଜରିମାନା କରାଯିବା ପାଇଁ ସୁଚନା ଦିଆଯାଇଥିଲା। ପୈାରନିର୍ବାହି ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଏହି ସଚେତନ ରଥ ସହର ପରିକ୍ରମା କରିଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ଗଞ୍ଜାମ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାକୁ ମିଳିଲା ସ୍ଥାନ

Sunil Chandra Nayak

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣାଙ୍କ ମହାପ୍ରୟାଣ 

Sunil Chandra Nayak

ମା ଗୁଣ୍ଡାନଙ୍କ ଆଜି ଉଦଯାପନା 

masiha

Leave a Comment

error: Content is protected !!