ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖିରେ ନବରଙ୍ଗପୁର ଜିଲ୍ଲାରେ କୁଆ ପଥରବର୍ଷା

ନବରଙ୍ଗପୁର –(ମସିହା) ରଙ୍ଗପୁର ଜିଲ୍ଲା ରେ ଦେଖିବାକୁ ମିଳିଛି କାଳ ବୈଶାଖୀ ର ପ୍ରଭାବ ପବନ ଘଡ଼ଘଡି ସହ କୁଆ ପଥର ବର୍ଷା। ଗୋଟିଏ ପ୍ରକାର ଗରମ ରୁ ତ୍ରାହି ମିଳିଥିବା ବେଳେ କୁଆ ପଥର ବର୍ଷା ସମସ୍ତଙ୍କୁ ଅଟକାଇ ଦେଇଛି। ଆଜି ସନ୍ଧ୍ୟାରେ ଅଚାନକ ପ୍ରବଳ ମାତ୍ରା ରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା ପରେ କୁଆ ପଥର ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ଘଡ଼ଘଡ଼ି ଓ କୁଆପଥର ବର୍ଷା ନବରଙ୍ଗପୁର କୋରାପୁଟ ସୀମାନ୍ତ ଇନ୍ଦ୍ରାବତୀ ନଦୀ ନିକଟରେ ପ୍ରବଳ ମାତ୍ରା ରେ କୁଆପଥର ବର୍ଷା ହେବାରୁ ବରଫ ର ଚାଦର ବିଛେଇ ହେଲା ଭଳି ଦେଖିବାକୁ ମିଳିଛି। ଯେଉଁ ମାତ୍ରାରେ କୁଆପଥର ବର୍ଷା ହୋଇଛି ତାହାକୁ ଦେଖିଲେ ଚାଷ ନଷ୍ଟ ହୋଇଥିବାର ଆଶଂକା କରାଯାଉଛି।ସମସ୍ତଙ୍କ ମୁହରେ କାଶ୍ମିର ନୁହ ନବରଙ୍ଗପୁର୍ ବୋଲି ଆଲୋଚନା ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜୁନାଗଡ଼ରେ ଶ୍ରମିକ ଶକ୍ତିର ମହାମିଳନ: ଉତ୍ସାହର ସହ ପାଳିତ ହେଲା ୧୦୪ତମ ବିଶ୍ଵ ଶ୍ରମିକ ଦିବସ

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

ତିନି ଦିନ ପରେ ସ୍ଵାଭାବିକ ହେଲା ବିଦ୍ୟୁତ୍ ସେବା 

Sunil Chandra Nayak

Leave a Comment

error: Content is protected !!