ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର (ମନିସ )3/5/23 // ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମପଂଚାୟତରେ ବସୋଈ ଉଚ୍ଚ ବିଦ୍ୟାଳୟ ର 2010 ମସିହା ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଂକ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବସୋଈ ଗ୍ରାମର ଗୁଠସାହି ର ଏକ ଆମ୍ବ ବଗିଚା ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବହୁ ଆଡମ୍ବରରେ ସମ୍ପନ୍ନ କରିଥଲେ ଓ ସମସ୍ତେ ବହୁତ ଖୁସି ଅନୁଭବ କରିଥିଲେ l ସରୋଜ, ସୂର୍ଯ୍ୟ, ରାଜା ଜଗା, କାଳିଆ, ଦିପୁ, ମିଥୁନ, ଲିପୁନ, ଉପେନ୍ଦ୍ର ଦାୟୀତ୍ବ ନେଇ କାର୍ଯ୍ୟକ୍ରମ ସମ୍ପୂର୍ଣ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଟକ ବିଶ୍ଵ ନାଟ୍ୟ ମେଳାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ଛାତ୍ରୀ ଙ୍କ ସଫଳତା !!!

Sunil Chandra Nayak

ଜିଲ୍ଲା ସ୍ତରୀୟ ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ 

masiha

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!