ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୦ ମିଟର ରାସ୍ତା ଖରାପ ସ୍କୁଲ ଛାତ୍ର ଛାତ୍ରୀ ହଟ ହଟା 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ।ନ୍ଧନ ପଳା ଗ୍ରାମର ପ୍ରଧାନମନ୍ତ୍ରୀ ରାସ୍ତାରୁ ପ୍ରାୟ ୫୦ ମିଟର ରାସ୍ତା ଖରାପ ହୋଇ ଥିବା ଦେଖିବାକୁ ମିଳିଛି ।ଏହି ରାସ୍ତା ଦେଇ ନୀତି ସ୍କୁଲ ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ଥାନ୍ତି ।ଏହି ରାସ୍ତା ରେ ବଡ଼ ବଡ଼ ଗି ଟି ପଥର ଉପରକୁ ଉଠିଯାଇ ଥିବା ବେଳେ ରାସ୍ତା ରେ କାଦୁଅ ଜମିକି ରହୁଛି ।ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଣୁ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ୫୦ ମିଟର ରାସ୍ତାକୁ ତୁରନ୍ତ କଂକ୍ରିଟ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

Sunil Chandra Nayak

କେସିଙ୍ଗା ଟ୍ରେନ ଷ୍ଟେସନ ବୋଗି ରୁ ଉଦ୍ଧାର ନବଜାତ ଶିଶୁପୁତ୍ର କୁ ଦମ୍ପତି ଙ୍କ ଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

Sunil Chandra Nayak

Leave a Comment

error: Content is protected !!