ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ସଂଯୁକ୍ତା ବେହେରା ବିଜୟୀ

ଭବାନୀପାଟଣା:୨୬/୩- ମ.ନି.ସ:- ଭବନୀପାଟଣ ସହରରେ ହୋଇଥିବା ପୌରପରିଷଦ ନିର୍ବାଚନରେ ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିଭିନ୍ନ ଦଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା, ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୧୪୧୩୫ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀନୀ ବିନିତା ଦାସ ୧୩୨୮୮ ଖଣ୍ତ ଭୋଟ ପାଇ ପରାସ୍ତ ହୋଇଛନ୍ତି। ତେବେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଖଣ୍ତ ଭୋଟ ଆଗରେ ଥାଇ ବିଜୟୀ ହୋଇଛନ୍ତି।

Related posts

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

ବାହାଦୁରପଦର ହାଇସ୍କୁଲ ରେ ମୁଁ ବି ଜିତିବି କାର୍ଯ୍ୟକ୍ରମ

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୂଳ ପରିବେଶ

Sunil Chandra Nayak

Leave a Comment

error: Content is protected !!