ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ

ନୂଆପଡା : ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ। ଭୁବନେଶ୍ବର ଠାରେ ଡିଜିପି ସୁନୀଲ କୁମାର ବଂଶଲ ଏହି ସମ୍ମାନ ପ୍ରଦାନ କରିଛନ୍ତି। ରେବତି ଦୂର୍ଗା ତାଙ୍କ କାର୍ଯ୍ୟ ଜୀବନରେ ଅନେକ ଉଲ୍ଳେଖନିୟ କାର୍ଯ୍ୟ ପାଇଁ ସମ୍ମାନ ପାଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

Sunil Chandra Nayak

ମେଦିନିପୁର କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ସତ୍ୟମ ଶିବମ ସୁନ୍ଦରମ୍

Leave a Comment

error: Content is protected !!