ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ବସ୍ତା,29/01 :ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋମବାର ମଧ୍ୟାହ୍ନ ଗୁଟେ ସମୟରେ ପାଉଁଶକୁଲି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଭାବରେ ନିଯୁକ୍ତି ପାଇଥିବା କୌଶିକ ରାୟଙ୍କୁ ଡାକ୍ତରଖାନା ପରିଚାଳନା କମିଟି ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ଡାକ୍ତରଖାନା ପରିଚାଳନା କମିଟି ସଭାପତି ଅଫିସର ରବିନ୍ଦ୍ର ନାଥ ମହାନ୍ତି,ସମ୍ପାଦକ ଜ୍ୟୋତିର୍ମୟ ନନ୍ଦ,କାଳିଚରଣ ଜେନା,ପର୍ଶୁରାମ ପ୍ରଧାନ,ଗୌରାଙ୍ଗ ଚରଣ ପାତ୍ର,ବରିଷ୍ଠ ସଦସ୍ୟ ଧ୍ରୁବଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

ବିଜେପି ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ବେଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!