ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

ପାପଡାହାଣ୍ଡି,5/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ମଇଦଲପୁର ଯାଇଥିବା 26ନମ୍ବର ଜାତୀୟ ରାଜପଥ ରାସ୍ତାର ଦୁଲପୁର ନିକଟରେ ମଙ୍ଗଳବାର ଏକ ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି | ସୂଚନା ମୁତାବକ ଧନସୁଲି ର ଜୟସିଂ ବିଶୋଇ ଏକ ବାଇକ OD 08 A 3687ରେ ଗ୍ୟାସ ନେବାକୁ ପାପଡାହାଣ୍ଡି ଆସି ଫେରିବା ବେଳେ ଥିବା ବ ପଛ ପଟୁ ଡମ୍ବରୁ ସମରଥଙ୍କ ବାଇକ ନମ୍ବର OD 10J 3306 ଆସି ଧକ୍କା ଦେଇଥିଲା | ଜୟ ସିଂ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଗୁରୁତରଙ୍କୁ ଉଦ୍ଧାର କରିବା ସହ ଡମ୍ବରୁଙ୍କୁ ଥାନାକୁ ଆଣିଛି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

masiha

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

Sunil Chandra Nayak

ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!