ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦ ଘରୁ ଯୁବତୀଙ୍କ ମୃତ ଦେହ ଉଧାର 

ବନ୍ଦ ଘରୁ ଯୁବତୀଙ୍କ ମୃତ ଦେହ ଉଧାର 

କାମାକ୍ଷାନଗର (ମନିସ )7/3/24 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ଲଷ୍ମୀପ୍ରିୟା ଖୁଣ୍ଟିଆ ଙ୍କ ମୃତ ଦେହ ଉଧାର ! ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି, ସିଡ଼ି ଘରର କବାଟ ଖୁଲା ଥିବାରୁ କେହି ଦୃବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଧେହ କରାଯାଉଛି, ସୂଚନା ଅନୁସାରେ ଲଷ୍ମୀପ୍ରିୟାଙ୍କ ମା ଗତକାଲି ଠାରୁ ତାଙ୍କର ବନ୍ଧୁ ବାନ୍ଧବଙ୍କ ଘରକୁ ଯାଇଥିବା ବେଳେ ଲଷ୍ମୀପ୍ରିୟା ଓ ତାଙ୍କ ବଡ ଭଉଣୀ ଘରେ ଥିଲେ, ତେବେ ଆଜି ସକାଳୁ ବଡ ଭଉଣୀ ଲଷ୍ମୀପ୍ରିୟାଙ୍କୁ ଉଠାଇ ବାକୁ ଗଲାବେଳେ ସେଆଉ ଉଠି ନଥିଲେ ପରେ ପଡୋସି ଘରର ଲୋକ ଆସି ଦେଖିବା ପରେ କେହି ହତ୍ୟା କରାଯାଇଥିବା ଜଣାପଢ଼ିଛି, ଆଖି,ନାକ ଓ କାନରୁ ତାଙ୍କର ରକ୍ତ ବାହାରୁ ଥିଲା ! ମା ଘରେ ପହଁଚିଲା ପରେ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି,ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କନିଷ୍ଠ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ 

Sunil Chandra Nayak

ନନ୍ଦଘର ଠାରେ ଶିଶୁଦିବସ ପାଳନ 

masiha

Leave a Comment

error: Content is protected !!