ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳବୈଶାଖୀ ରେ ଉଡିଲା ଘର ଛପର 

କାଳବୈଶାଖୀ ରେ ଉଡିଲା ଘର ଛପର 

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ବୁଧବାର ସନ୍ଧ୍ୟାରେ ହୋଇଥିବା କାଳ ବୈଶାଖୀ ପ୍ରଭାରେ ଉଡିଲା ଘର ଛପର | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମେଦନା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ବଳଦେବ ଭତ୍ରା ଓ ହିରନ ଭତ୍ରା ଙ୍କ ଘରର ଆଜିବେଷ୍ଟ ଉଡାଇ ନେଇଛି | କୋଇଲାରି ପଞ୍ଚାୟତ ଅଧୀନ ଝାଲିଆଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ଭତ୍ରା ଙ୍କ କୁକୁଡା ଫାର୍ମ ଘରର ଆଜିବେଷ୍ଟ ସଂପୂର୍ଣ୍ଣ ଉଡିଯାଇଛି | ଘର ଭିତରେ ଥିବା ୫୦୦ ଟି ବ୍ରୟଲର କୁକୁଡା ମଧ୍ୟରୁ ପ୍ରାୟ ୨୪୦ ଟି କୁକୁଡା ମରିଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଙ୍କୁଳ ସ୍ତରୀୟ ସଂସ୍କୃତି ମେଳା ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ମେ’ରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ରୁ ଉଡ଼ିବ ବିମାନ

Sunil Chandra Nayak

କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ପିଇଓ ସଙ୍ଘ

Sunil Chandra Nayak

Leave a Comment

error: Content is protected !!