ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଔପଦା,୨୨/୬/୨୪- ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଭାଗୀୟ ମୁଖ୍ୟ ଦ୍ୱାରିକାନାଥ ସତପଥିଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ମୋହନ ଚରଣ ସାହୁ, ମଳୟ କୁମାର ବେହେରା, ଜିତେନ୍ଦ୍ର ରାଉତ ଓ ରଞ୍ଜିତା ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଯୋଗ ଶିକ୍ଷା ଲାଭ କରିଥିଲେ । ଯୋଗାଶାସ୍ତ୍ରର ପ୍ରଣେତା ମହାମୁନି ପତଞ୍ଜଳୀଙ୍କ ଭାଷାରେ ଯୋଗ କର୍ମସୁ କୌଶଳମ ଚିତ୍ତବୃତ୍ତି ନିରୋଧ ଯୋଗ ଏପରି ଅନେକ ଶିକ୍ଷଣୀୟ ବିଷୟ ଦ୍ୱାରିକା ନାଥ ସତପଥି ଯୋଗ ଶିକ୍ଷା ଦେବା ସଂଗେ ସଙ୍ଗେ ସ୍ୱକୀୟ ମନ୍ତବ୍ୟ ଉପସ୍ଥାପନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତାତିରେ ସାରା ଓଡ଼ିଶା ନିଆଁ; ଅମଲାଙ୍କ ଆନ୍ଦୋଳନ ନିଆଁ ; ସରକାରୀ କାର୍ଯ୍ୟ ଠପ୍ ,ଜନତା ଅସନ୍ତୋଷରେ ନିଆଁ

Sunil Chandra Nayak

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

masiha

Leave a Comment

error: Content is protected !!