ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

କଟକ : ନୃତ୍ୟ,ସଙ୍ଗୀତ,ବାଦ୍ୟ,ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ୍ ଏକାଡ଼େମୀ ବ୍ରାହ୍ମଣଝରିଲୋ ଫୁଲନଖରା ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୁହରି ମହତାବଙ୍କୁ ତାଙ୍କ ବସଭବନରେ ଭେଟି ସମ୍ବର୍ଧନା ପ୍ରଦାନ କରଯାଇଛି । ଗ୍ରାମାଞ୍ଚଳରେ ଶିଶୁ ମାନଂକ କଳା ପ୍ରତିଭାର ବିକାଶ ନେଇ ଏକାଡେମୀ ପକ୍ଷରୁ ଏପରି ପ୍ରୟାସକୁ ସାଂସଦ ପ୍ରଶଂସା କରିଥିଲେ । ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଆରାଧ୍ୟା କଲଚରାଲ୍ ଏକାଡ଼େମୀର ପରିଚାଳନ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର,ଉପଦେଷ୍ଟା ସମାଜସେବୀ ପ୍ରତାପ କେଶରୀ ପାତ୍ର,ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ,କିଶନନଗର ଶିଶୁ ମଙ୍ଗଳ କ୍ଲବ୍ ତଥା ଶିଶୁ ପତ୍ରିକା “କୁନି ପ୍ରତିଭା” ସଂପାଦକ ଯୁବ ସମାଜସେବୀ ସତ୍ୟ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୧- ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା  , – ୨- ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା , ୩- ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

Sunil Chandra Nayak

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!