ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

 ମୟୂରଭଂଜ -୩୧/୦୭ —  ମୟୁରଭଞ୍ଜ ଜିଲ୍ଲା ର ଜାମଦା ବ୍ଲକ ର ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ ଅଣ ଓସାରିଆ ପୋଲ ନିର୍ମାଣ ପାଇଁ ଅଂଚଳ ବାସୀଙ୍କ ଦାବି ।

  ବର୍ଷାଦିନ ପାହାଡିଆ ପାଣି ଜୁଆର ଯୋଗୁଁ ଉଛୁଳା ପାଣି ଵହୁଥିବାରୁ ପୋଲ ଉପରେ ପାଣି ଚାଲୁଥାଏ ; ଯାହାଫଳରେ ରାସ୍ତା ବିଛିନ୍ନ ହୋଇଯାଏ ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଏ। ପ୍ରତିବର୍ଷ ପାହାଡିଆ ଜୁଆର ପାଣି ଯୋଗୁଁ ଏହି ଅସୁବିଧାରେ ପଡ଼ୁଛନ୍ତି ।ଏହି ରାସ୍ତାଟି ରାସ୍ତା ନିର୍ଭର କରୁଥିବା ଗ୍ରାମ ମହିଷ କୁଦର- ରାଧା ନଗର , ରଙ୍ଗମଟିଆ, ଘୁମାଲ ପାଖା ପାଖି ଜାମଦ ବ୍ଲକ ର ଅନେକ ଅଂଚଳର ୭/୮ ଟି ପଞ୍ଚାୟତର ତଥା ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ନିର୍ଭର କରନ୍ତି । ବର୍ଷାଦିନେ ବିଭିନ୍ନ‌ପାହାଡରୁ ହଠାତ୍ ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ସ୍କୁଲ ଛାତ୍ର,ଛାତ୍ରୀ,ସରକାରୀ ଓ ଵେସରକାରୀ କର୍ମଚାରୀ ପ୍ରମୁଖ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ କରିବାରୁ ବଞ୍ଚିତ ହୁଅନ୍ତି ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପୋଲ ପ୍ରତି ଦୃଷ୍ଟି ଦେଇ ପୋଲଟି କୁ ଉଚ୍ଚ କରିବା ପାଇଁ ସାଧାରଣରେଦାବି ହେଉଛି ।

ମୟୂରଭଂଜରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !

Sunil Chandra Nayak

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

Leave a Comment

error: Content is protected !!