ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : ଭାରତର ଖ୍ୟାତ ନାମା ରାଜନୀତିଜ୍ଞ ଏବଂ ଭାରତୀୟ ଜାତୀୟ କଂଗ୍ରେସର ସୁପରିଚିତ ଚେହେରା ଇନ୍ଦ୍ରା ପ୍ରିୟଦର୍ଶିନୀ ଗାନ୍ଧୀ ଭାରତର ଏକ ମାତ୍ର ପ୍ରଥମ ପ୍ରଧାନ ମନ୍ତ୍ରୀ ଯେ କି ୧୯୬୬ ରୁ ୧୯୭୭ ଏବଂ ପୁଣି ଥରେ ୧୯୮୦ ରୁ ୧୯୮୪ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ଥିଲେ । ତାଙ୍କର ପୁନ୍ୟତିଥିରେ କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫ ରୁ ପୂଜ୍ୟ ପୂଜା ଗୃହ ରେ ଉପଦେଷ୍ଟା ଇଞ୍ଜିନିୟର ଶ୍ରୀକାନ୍ତ ବେଉରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ସଭାପତି ଶିକ୍ଷକ ରତ୍ନ ଗାନ୍ଧୀ ଗୌରବ ସମ୍ମାନରେ ସମ୍ମାନିତ ଅଭୟ କୁମାର ଦାସ ,ମହାସଚିବ ସମାଜସେବୀ ଗାନ୍ଧୀ ଗୌରବ ସମ୍ମାନରେ ସମ୍ମାନିତ ରୁଦ୍ର ନାରାୟଣ ଦାସ, ସାଧାରଣ ସଂପାଦକ ବରିଷ୍ଟ ସଂଗଠକ ଗାନ୍ଧୀ ଗୌରବ ସମ୍ମାନରେ ସମ୍ମାନିତ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷକ ମିହିର କୁମାର ନାୟକ, ସନ୍ତୋଷ କୁମାର ଭୋଇ ଏବଂ ଛାତ୍ର ଛାତ୍ରୀ ମାନେ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

masiha

Leave a Comment

error: Content is protected !!