ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ଠାରେ ମହାବି ରୋଡ଼,ବିର।ଶ।ଳ, କଙ୍କଡ।ହ।ଡର ତିନି ଗୋଟି ସେକ୍ଟର କୁ ନେଇ କଙ୍କଡ଼ାହାଡ଼ ଚିକିତ୍ସାଳୟ ନିକଟ ରେ ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଆଶା କର୍ମୀ ମନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକ ଢ଼େନ୍କାନାଳ ଜିଲ୍ଲା ର ଆଶାକର୍ମୀ ର ସଭପତି ସୁପ୍ରଭା ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ସେଥିରେ ପୁରୀ ଠାରେ ହେଇଥିବା ରାଷ୍ଟ୍ରୀୟ ଅଧିବେଶନ ରେ ଯୋଗଦନ କରି ଥିବା ଭଉଣୀ। ମାନଙ୍କୁ ଧନ୍ୟବାଦ ଦେବା ସହ ସଂଗଠନ ଉପରେ ଗୁରୁତ୍ବ ଆରୋପ କରିବା ସହିତ ଆଗମୀ ଦିନରେ କିଭଳି ବିଭିନ୍ନ ଦାବୀ ନେଇ ସରକାରଙ୍କୁ ଅବଗତ କରାଯିବ ସେ ବିଷୟ ରେ ଆଲୋଚନା କରିଥଲେ । ଏଥିରେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ଯୋଗଡନ କରିଥଲେ । ବ୍ଲକ ର ସଭାପଟି ଭ।ବେ ଝରଣା ନାଏକ, ଉପସଭାପତି ସନ୍ଧ୍ୟାର।ଣି ରାଉତ, ସମ୍ପାଦିକା ଛବି ଖୁଣ୍ଟିଆ, ସଭ୍ୟ ଭବେ ତପସ୍ୱିନୀ ଦେହୁରୀ, କୌଶଲ୍ୟା ମହାନ୍ତ, ରୋଜାଲିନ ପାତ୍ର, ପଦ୍ମାବତୀ ମହାନ୍ତ, ଜଲି ମହାନ୍ତ, ନିର୍ମଳା ବେହେରାଙ୍କୁ ଜିଲ୍ଲା ସମ୍ପାଦକ ଘୋଷଣା କରିଥଲେ । ନୂତନ କମିଟି ଙ୍କୁ ସମସ୍ତେ ସ୍ବାଗତ କରିବା ସହିତ ଆଗମୀ ଦିନରେ ଏକଜୁଟ ହୋଇ କାମ କରିବାକୁ ଶପଥ ନେଇଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାମିଲ ହେଲା ରୂପାନ୍ତର କାର୍ଯ୍ୟକ୍ରମ 5ଟି ରେ କିନ୍ତୁ କେବଳ ପୁନର୍ବିନ୍ୟାସ ହେବ ନା ନୂତନତା ସୃଷ୍ଟିହେବ ?

Sunil Chandra Nayak

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

masiha

Eminent Social Worker Er.Bimal Chandra Das Felicitated.

Sunil Chandra Nayak

Leave a Comment

error: Content is protected !!