ଡlଲଗୁମା ମ , ନି , ସ , କୋକସରା ବ୍ଲକ ଅନ୍ତର୍ଗତ ବରlଡଙ୍ଗା ପଞ୍ଚlୟତ ର ଶିଉନି ଗ୍ରାମର ଭୈରବ ମନ୍ଦିର ପ୍ରାଙ୍ଗଣ ରେ ଭତରା ସମାଜ ପକ୍ଷ ରୁ ସମାଜ ର ଇଷ୍ଟ ଦେବୀ ଭୈରବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। କୋକସରା ବ୍ଲକ ଭତରା ସମାଜ ସଭାପତି କୈଳାଶ ମାଝୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ୍ତ ଦିଶାରି ମୂଖ୍ୟ ଅତିଥି ରୂପେ ଯୋଗଦାନ କରି ଥିବା ବେଳେ ମୂଖ୍ୟବକ୍ତା ପୁର୍ବତନ ନବରଙ୍ଗପୁର ସାଂସଦ ଶ୍ରୀ ପର୍ଶୁରାମ ମାଝି ସମାଜ ର ଜିଲ୍ଲା ସଂପାଦକ ଋତୁରାଜ ମାଝୀ ନୀଳକଣ୍ଠ ମାଝି , ଗରୁଡ ଧ୍ଵଜ ମାଝୀ , ଧର୍ମଗଡ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ ,ପ୍ରଫୁଲ୍ଲ ମାଝୀ, ସୁଧୀର ପାତ୍ର ଓ ସମାଜ ର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ। ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ
next post