ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷ ଅକ୍ଷିତ ଅନୁପମଙ୍କୁ ପ୍ରଫେସର ଡ ରମେଶ ଚନ୍ଦ୍ର ବେହେରା ସ୍ମୃତି ସମ୍ମାନ 

ଚଳିତ ବର୍ଷ ଅକ୍ଷିତ ଅନୁପମଙ୍କୁ ପ୍ରଫେସର ଡ ରମେଶ ଚନ୍ଦ୍ର ବେହେରା ସ୍ମୃତି ସମ୍ମାନ 

ରାଉରକେଲା: ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଏନଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟି ର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୮ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟି ର ଏମଟେକ ଟପ୍ପର କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟି ର ସମାବର୍ତ୍ତନ ଉତ୍ସବରେ ରେ ପ୍ରଦାନ କରା ଯାଇଆସୁଛି । ଚଳିତ ବର୍ଷ ର ୨୪ତମ ସମାବର୍ତ୍ତନ ଉତ୍ସବରେ ଏନଆଇଟି ର ଅକ୍ଷିତ ଅନୁପମ ଏକ୍କା ଟପ୍ପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି। ଏହା ସହିତ ସବିତାରାଣୀ ଓ ସହପାଠୀଙ୍କ ତରଫରୁ ଶ୍ରୀ ଏକ୍କା ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଭିନ୍ନ ବିଦ୍ୟାଳୟରେ ଗଜ ଉତ୍ସବ ପାଳନ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ:ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଲାଗୁଛି ମେସିନ :ଯୋଜନା ଶ୍ରମିକ ଙ୍କ ପାଇଁ ନା ଠିକାଦାରଙ୍କ ପାଇଁ ?

masiha

Leave a Comment

error: Content is protected !!