ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବାସ ଚନ୍ଦ୍ର ଅଗ୍ରୱାଲ ଙ୍କ ପରଲୋକ

ସୁବାସ ଚନ୍ଦ୍ର ଅଗ୍ରୱାଲ ଙ୍କ ପରଲୋକ

ନର୍ଲା 17/09(ଫଟୋ ଅଛି) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲ(57) ଙ୍କ ଆଜି ନିଜ ବାସଭବନରେ ସକାଳ 7 ଟା ରେ ପରଲୋକ ଘଟିଥିଲା। ସେ ରୁପ୍ରାରୋଡ ବ୍ୟବସାୟୀ ମୁଲଚନ୍ଦ ଅଗ୍ରବାଲ ଙ୍କ ବଡ ପୁଅ ଥିଲେ। ସେ ଜଣେ ଧାର୍ମିକ, ପରୋପକାରି ଓ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଥିଲେ। ତାଙ୍କ ମ୍ରୁତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ଆଜି ଅପରାହ୍ନ 05 ଟାରେ ସ୍ଥାନୀୟ ରୁପ୍ରାରୋଡ ନିକଟସ୍ଥ ସାନ୍ଦୁଲ ନଦୀ ତଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ବଡ ପୁଅ ସୋମେସ ଅଗ୍ରବାଲ ମୁଖାଗ୍ନି ଦେଇ ଥିଲେ। ତାଙ୍କ ଅନ୍ତିମ ସଂସ୍କାର ରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଗରିମା ପରିବାର ର ବୃକ୍ଷରୋପଣ 

ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

masiha

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

Leave a Comment

error: Content is protected !!