ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହସ୍ପିଟାଲକୁ ଆସୁନାହାନ୍ତି ଡାକ୍ତର କିମ୍ବା ନର୍ସ, ରେଜିଷ୍ଟରରେ ଗଡୁଛି ନାଁ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟରେ ଦାଖଲ ରିପୋର୍ଟରେ ସାଂଘାତିକ ତଥ୍ୟ….

“ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଠିକ ନାହିଁ”

ହସ୍ପିଟାଲକୁ ଆସୁନାହାନ୍ତି ଡାକ୍ତର କିମ୍ବା ନର୍ସ, ରେଜିଷ୍ଟରରେ ଗଡୁଛି ନାଁ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟକୁ ନେଇ ଉଦଗେବ ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦାଖଲ ରିପୋର୍ଟରେ ଯେଉଁ ତଥ୍ୟ ପଦାକୁ ଆସିଛି ତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ରିପୋର୍ଟରେ କୁହାଯାଇଛି ଯେ,ଅଧିକାଂଶ ହସ୍ପିଟାଲରେ ରୋଗୀଙ୍କୁ ମୌଳିକ ସୁବିଧା ମିଳୁନାହିଁ,ଡାକ୍ତର, ନର୍ସ ଓ କର୍ମଚାରୀ ଅଧିକାଂଶ ହସ୍ପିଟାଲକୁ ଆସୁନାହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେଜିଷ୍ଟରରେ କେବଳ ନାଁ ଗଡୁଛି,ରାଜ୍ୟର ଅଧିକାଂଶ ହସ୍ପିଟାଲରେ ପ୍ରକ୍ସି ଆଟେଣ୍ଡାନ୍ସ ଓ ପ୍ରକ୍ସି ସିଗନେଚର କରାଯାଉଛି,ଯାଞ୍ଚ ପରେ ଏଭଳି ରିପୋର୍ଟ ଦେଇଛି ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଡାକ୍ତର କିମ୍ବା କର୍ମଚାରୀ ନଥିଲେ ମଧ୍ୟ ହସ୍ପିଟାଲରେ ସେମାନଙ୍କ ଉପସ୍ଥାନ ପଡୁଛି,ଏମଆରଆଇ କିମ୍ବା ସିଟିସ୍କାନ ଭଳି ରୋଗ ନିରୂପଣ ପରୀକ୍ଷା ପାଇଁ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପଠାଯାଉଛି,ଡାକ୍ତରଖାନାରେ ବିଜୁଳି କଟିଲେ ବିକଳ୍ପ ବ୍ୟବସ୍ଥା କିଛି କରାଯାଇ ନାହିଁ। ଏସବୁ ଅବ୍ୟବସ୍ଥା ପ୍ରସଙ୍ଗରେ ନଭେମ୍ବର ମାସରେ ଡିଏଲଏସ ରିପୋର୍ଟ ଦାଖଲ କରିଥିଲା ମାତ୍ର ୬ ମାସ ପରେ ମଧ୍ୟ ଏନେଇ ରାଜ୍ୟ ସରକାର କୌଣସି ଉତ୍ତର ରଖିନାହାନ୍ତି।ରାଜ୍ୟ ସରକାରଙ୍କ ଅବହେଳାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ ଏଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଅଚାନକ ଚଢାଉ ପାଇଁ କହିଛନ୍ତି କୋର୍ଟ ଓ କଣ ପଦକ୍ଷେପ ନିଆଯାଇଛି ଅଗଷ୍ଟ ୧ ସୁଦ୍ଧା ସରକାରଙ୍କୁ ସତ୍ୟପାଠ ଦେବାକୁ କୁହାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କବିତା ସାହୁ ଙ୍କ କବିତା ପୁନର୍ଜନ୍ମ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

Sunil Chandra Nayak

ଦୁଇ ଅନାଥ ଭଉଣୀ ର ଦୁଃଖ ଶୁଣିବ କିଏ ? ଦୁହିଁଙ୍କ ପାଇଁ ଭଗବାନ ହିଁ ଆଶା ଭରସା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort