ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ରେ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ତାରିଖ ଶେଷରଜ ଦିନ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟରେ ହେବ ବୋଲି ଜଣାପଡ଼ିଛି। ଏ ନେଇ ସରୋବର କୋର୍ଟରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲ , ସାଧାରଣ ସଂପାଦକ ଶଙ୍କର ଜେନା,ଉପଦେଷ୍ଟା ରଶ୍ମିତ ସାହାଣୀ ଓ ଗରିମା ର ସଦସ୍ୟା ମାନେ ଉପସ୍ଥିତ ରହି ଏ ସଂପର୍କରେ ସୂଚନା ଦେଇ କହିଲେ ଯେ ଆସନ୍ତା ଜୁନ୍ ୧୨ତାରିଖ ଦିନ ୯ବର୍ଷରୁ ୧୪ବର୍ଷ ମଧ୍ୟରେ ଉଭୟ ପୁଅ ଓ ଝିଅ ଓଡିଆ ହସ୍ତାକ୍ଷର ପ୍ରତିଯୋଗିତା ରେ ଭାଗନେଇ ପାରିବେ। ସେହିପରି ରାଜକୁମାରୀ ପ୍ରତିଯୋଗିତା ୧୫ବର୍ଷ ରୁ ୨୫ ବର୍ଷ ଝିଅଙ୍କ ମଧ୍ୟରେ କରାଯିବ। ରାଜକୁମାରୀ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ୧୦ଜଣ ପ୍ରତିଯୋଗୀଙ୍କୁ ନେଇ ଶେଷ ରଜ ଦିନ ଏକ ସ୍ବତନ୍ତ୍ର ପ୍ରତିଯୋଗିତା କରାଯାଇ ଜଣଙ୍କୁ “ଗରିମା ରଜର ରାଜକୁମାରୀ” ଟାଇଟଲ ପ୍ରଦାନ କରାଯିବ। ସେହିଦିନ ବିଭିନ୍ନ ପ୍ରତିଯୋଗୀଙ୍କୁ ନେଇ ପୋଡପିଠା, ପାନଭଙ୍ଗା ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାର ସର୍ବିଶେଷ ବିବରଣୀ ପାଇଁ ମୋବାଇଲ ନଂ ୭୯୭୮୦୮୮୮୩୫,୯୪୩୭୨୨୦୮୮୬,୮୯୧୭୫୧୪୪୮୦ ଓ ୭୯୭୮୫୦୭୬୮୪ ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ଗରିମା ପରିବାରର ମମତା ନାୟକ,ପ୍ରଣତୀ ଜେନା, ସରିତା ମଲ୍ଲ, ମୋନାଲିସା ସାହୁ,ଶାନ୍ତିଲତା ବାରିକ, ମୋନାଲିସା ଗୌଡ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସସ୍ମିତା ଜେନା ଓ ସନ୍ତୋଷୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବୈଠକ ଅନୁଷ୍ଠିତ

Sunil Chandra Nayak

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort