ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ପ୍ରଶାନ୍ତ କୁମାର

ବାଲେଶ୍ବର,୨୧/୬/୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ଗତ ତା ୧୯/୬/୨୨ ରିଖ ରବିବାର ଦିନ ଆସ କିଛି ଜାଣିବା ବା ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର ଅର୍ଥ ସାଧାରଣ ଜ୍ଞାନରେ କାହାର କେତେ ଦକ୍ଷତା ଅଛି ଏହି ପ୍ରତିଯୋଗିତା ମାଧ୍ୟମରେ ନିର୍ଦ୍ଧାରଣ କରିବା । ଏହି ରାଜ୍ୟ ସ୍ତରୀୟ ସାଧାରଣ ଜ୍ଞାନ/ଆସ କିଛି ଜାଣିବା/ମେଧାଅନ୍ବେଷଣ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ଯଥା-ଏଲୀ ଦାସ, ଢେଙ୍କାନାଳ, ରଶ୍ମିତା ଧଳ, କଟକ, ସଙ୍ଗୀତା ନାଏକ, ରାୟଗଡା, ପ୍ରିୟମ୍ବଦା ରାଉତ, ମାଲକାନଗିରି, ସଞ୍ଜୁକ୍ତା ସାହୁ, ଜଗତସିଂହପୁର, ପ୍ରଶାନ୍ତ କୁମାର ଦାସ, ଆଳଦା, ଖଇରା, ବାଲେଶ୍ବର, ଦେବାଶିଷ ପଟ୍ଟନାୟକ, କଟକ, ସରୋଜ କୁମାର ବେହେରା, ଭଦ୍ରକ, ସବିତା ଶତପଥୀ, ଭୁବନେଶ୍ୱର, ରଞ୍ଜୁଲତା ପାଢୀ, ସୁନ୍ଦରଗଡ଼, ସଂହିତା ଜେନା, ଜଗତସିଂହପୁର, ଦେବେନ୍ଦ୍ର ମିଶ୍ର, ବୌଦ୍ଧ, ମମତାରାଣୀ ଶତପଥୀ, ଗଞ୍ଜାମ, ମିନତୀ ସେଣ୍ଡ, ବାଲେଶ୍ବର, ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା, ଈଶ୍ବରୀ ବେହେରା, ବାଲେଶ୍ବର, କୃଷ୍ଣା ମିଶ୍ର, ଛତିଶଗଡ଼, ଅରୁଣ କୁମାର ମହାପାତ୍ର, ଗଞ୍ଜାମ ପ୍ରମୁଖ ମୋଟ ୧୮ ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ପ୍ରଶାନ୍ତ କୁମାର ଦାସ ପ୍ରଥମ ସ୍ଥାନ, ଏଲୀ ଦାସ, ଢେଙ୍କାନାଳ ଦ୍ବିତୀୟ ସ୍ଥାନ ଓ ମମତାରାଣୀ ଶତପଥୀ, ଗଞ୍ଜାମ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସମୀକ୍ଷା କରିଥିଲେ ସୁ ସାହିତ୍ୟିକା ଓ ଶୁଶୁ ମନ୍ଦିର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ । ବାର୍ଷିକ ଉତ୍ସବରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ମିଳିବ ସମ୍ମାନ । କିନ୍ତୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଶାନ୍ତ କୁମାର ପାଇବେ ସ୍ବତନ୍ତ୍ର ସମ୍ମାନ । ସମସ୍ତ ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅନୁରୋଧ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା , ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଷଷ୍ଠ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୟୂରଭଞ୍ଜ – ପୁରୁଣାପାଣି ପଡିଆରେ କୁଡୁମି ସେନାର ୧୦ ମ ପ୍ରତିଷ୍ଠା ଦିବସରେ ବିହାର ରାଜ୍ୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଯୋଗଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort