ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୫ ଜୁନରେ ଭାରତ ବନ୍ଦ ନେଇ ଏକ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା:୨୩/୬- :- ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା,ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚାର ଆହ୍ଵାନ କ୍ରମେ ଚଳିତ ଜୁନ ମାସ ୨୫ ତାରିଖ ଦିନ ଭାରତ ବନ୍ଦ ଡାକରା ଦେବା ନେଇ ଶ୍ରୀ ଜଗଦୀଶ ଯାଦବ ରାଜ୍ଯ ସଭାପତି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶାଙ୍କ ନେତୃତ୍ୱରେ ମେହେବୁବ ରାଜାକ ରାଜ୍ଯ ସଭାପତି ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା ଓଡିଶା,ସଞ୍ଜୟ ଶବର ଜିଲ୍ଲା ସଭାପତି ଭାରତ ମୁକ୍ତିମୋର୍ଚ୍ଛା କଳାହାଣ୍ଡି,ଶ୍ରୀ ମହେନ୍ଦ୍ର ଧଙ୍ଗଡା ମାଝୀ ଜିଲ୍ଲା ସଭାପତି ବହୁଜନ ମୁକ୍ତି ପାର୍ଟି କଳାହାଣ୍ଡି ତତ୍ବାବଧାନରେ ଆଜି ଭବାନୀପାଟଣା ରୁଚିଲଜ୍ କନଫରନ୍ସ ହଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥୀଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା ପ୍ରକାଶ କରିଥିଲେ ଯେ, ଭାରତର ଏକତା ଏବଂ ଅଖଣ୍ତତାକୁ ବିପଦରେ ପକାଉଥିବା ଶକ୍ତି ବିରୋଧରେ ଜୁନ ମାସ ୨୫ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରାର ନେତୃତ୍ୱ ନେଇଛନ୍ତି ମା,ଓ୍ବାମାନ୍ ମେଶ୍ରାମ୍ ସାହେବ:ରାଷ୍ଟ୍ରୀୟ ସଂଯୋଜକ ବହୁଜନ କ୍ରାନ୍ତି ମୋର୍ଚ୍ଚା(ସାମାଜିକ),ନୂଆଦିଲ୍ଲୀ କ୍ରମେ ଅପିଲ କରିଥିବା ସୂଚନା ଅନୁସାରେ ଜଣାପଡିଛି ଯେ,ଦେଶରେ ଆରଏସଏସ ଏବଂ ବିଜେପି ଦ୍ବାରା ଯେଉଁ ଢ଼ଙ୍ଗରେ ଜ୍ଞାନବ୍ଯାପି ପ୍ରସଙ୍ଗକୁ ଉପସ୍ଥାପିତ କରାଗଲା,ଅଯୋଧ୍ୟା ପରେ ମଥୁରା ପ୍ରସଙ୍ଗ ଉଠାଗଲା ଏବଂ ଆରଏସଏସ,ବିଜେପିର ନିର୍ଦ୍ଦେଶରେ ନୂପୁର ଶର୍ମା ମହମ୍ମଦ ପୈଗମ୍ବର୍ ସାହେବଙ୍କ ବିଷୟରେ ଖରାପ ତଥା ଅପମାନ ଜନକ ଟିପ୍ପଣୀ ଦେଇଥିବା ବିଷୟକୁ ନେଇ ଆଜି ତା’ର ପ୍ରତିକ୍ରିୟା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କିଭଳି ଭାବରେ ହେଲା ଏବଂ ତା’ର ଫଳସ୍ବରୂପ ଦେଶକୁୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ ହେବାକୁ ପଡ଼ିଲା। ବର୍ତ୍ତମାନ ୨୦୨୨ ଚାଲିଛି ଏବଂ ଆରଏସଏସ ଓ ବିଜେପିର ଲୋକଙ୍କୁ ଲାଗୁଛି ଯେ,୨୦୨୪ ର ଲୋକସଭା ନିର୍ବାଚନ ବେଶୀ ଦୂର ନାହିଁ। ଏହି କାରଣରୁ ସେମାନେ ନିର୍ବାଚନ ପ୍ରସ୍ତୁତ ପାଇଁ ହିନ୍ଦୁ – ମୁସଲିମ ମାନଙ୍କର ଧ୍ରୃବିକରଣ କରିବା କାର୍ଯ୍ଯରେ ଲାଗିଛନ୍ତି ତଥା ଧ୍ରୃବିକରଣ କରିବା ପାଇଁ ସେମାନେ ନୂପୁର ଶର୍ମାଙ୍କୁ କାର୍ଯ୍ଯରେ ନିୟୋଜିତ କରିଥିଲେ ଏବଂ ନୂପୁର ଶର୍ମା ଦଳ ତଥା ସଂଗଠନର ନୀତି ଅନୁଯାୟୀ ହିଁ ଉକ୍ତ ବିବୃତ୍ତି ଦେଇଥିଲେ। ମାତ୍ର ବିଜେପି ତାକୁ ଦଳ ବିରୋଧୀ ବିବୃତ୍ତି କହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଉଛି। କିନ୍ତୁ ଏହି ଭଳି ଜଣାପଡୁଛି ବିଜେପି ଦଳର କର୍ମୀମାନେ ଆଜି ପର୍ଯ୍ୟନ୍ତ ତାଙ୍କ ସମର୍ଥନରେ ନିୟୋଜିତ ରହିଛନ୍ତି। ଏବଂ ଏହା ସୋସିଆଲ ମେଡିଆରେ ମଧ୍ୟ ଦୃଶ୍ୟମାନ ହେଉଛି। ସରକାର ମଧ୍ୟ କୌଣସି ପ୍ରକାର କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେନାହିଁ। ଫଳରେ ଅନେକ ସ୍ଥାନରେ ଦଙ୍ଗା ହେଲା ଏପରେ କି ଅନେକ ସ୍ଥାନରେ ଦଙ୍ଗା ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଫଳରେ ଦେଶରେ ଏକତା ଓ ଅଖଣ୍ତତା ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଭାରତରେ ହିନ୍ଦୁ- ମୁସଲମାନର ଧ୍ରୃବିକରଣ ଯେଉଁଭଳି ଭାବରେ ହେଉଛି ତାହା ଦେଶରେ ଏକତା ଏବଂ ଅଖଣ୍ତତା ପ୍ରତି ବିପଦ ସୃଷ୍ଟି କରିଛି।ଏହା ବ୍ଯତିତ ୫୭ ଟି ଦେଶର ଯେଉଁଭଳି ବୟାନ୍ ଆସିଛି,ତାହା ଦେଶର ଏକତା ଓ ଅଖଣ୍ତତା ପ୍ରତି ବିପଦ ଦ୍ବିଗୁଣିତ କରିଦେଇଛି ଏବଂ ବିଦେଶୀ ଦେଶଗୁଡିକ ଯେଉଁ ବିବୃତ୍ତି ଦେଇଛନ୍ତି ସେଥିପାଇଁ ଆରଏସଏସ ଏବଂ ବିଜେପି ଲୋକମାନେ ଦାୟୀ ଅଟନ୍ତି ବୋଲି ପ୍ରକାଶ କରିଥିଲେ । ତେଣୁ ଦେଶର ଏକତା ତଥା ଅଖଣ୍ତତାକୁ ବଞ୍ଚାଇବା ସକାଶେ ରାଷ୍ଟ୍ରୀୟ ସ୍ତରରେ ସାମାଜିକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଅତ୍ଯାବଶ୍ଯକ ହୋଇପଡିଛି। ଆଉ ଏହି ସାମାଜିକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଶର ଏକତା ଏବଂ ଅଖଣ୍ତତା ସମର୍ଥନରେ ଏବଂ ଯେଉଁମାନେ ହିନ୍ଦୁ – ମୁସଲମାନ ନାମରେ ଦେଶର ଏକତା ଏବଂ ଅଖଣ୍ତତା ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି,ସେମାନଙ୍କ ବିରୋଧରେ ଆଗାମୀ ଜୁନ ୨୫ ତାରିଖରେ ଭାରତ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ଭାବରେ ସଫଳ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ଲଡୁଗାଁରେ ଦିବ୍ୟାଙ୍ଗ ସଚେତନତା ସମାବେଶ ଅନୁଷ୍ଠିତ, ଶୀତବସ୍ତ୍ର ବଣ୍ଟନ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort