ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

“ବୃକ୍ଷ ହିଁ ଜୀବନ, ବୃକ୍ଷ ଦେହେ ଛନ୍ତି ପ୍ରଭୁ ନାରାୟଣ”

ଢେଙ୍କାନାଳ -:  ଅଦ୍ଯ ତା ୦୧.୦୨.୨୨ ରିଖ ଶୁକ୍ରବାର ଦିନ ଜାତୀୟ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।ଏହା ଆସନ୍ତା ୦୭.୦୭.୨୦୨୨ରିଖ ପର୍ଯ୍ୟନ୍ତ ପାଳିତ ହେବ।ଇତି ଅବସର ରେ ବୃକ୍ଷ ରୋପଣ ପ୍ରତି ଜନସଚେତନତା,ସ୍କୁଲରେ ପ୍ରବନ୍ଧ ପ୍ରତିଯୋଗିତା,ହିନ୍ଦୋଳ ରଥଯାତ୍ରା ରେ ଜଳଛତ୍ର ତଥା ବୃକ୍ଷ ରୋପଣ ହେବାର କାର୍ଯ୍ୟକ୍ରମ ରହିଛି । ଆଜିର ଦିନରେ ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ତଥା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ,ମୁଖ୍ୟ ସଂଗଠକ ତଥା ସଭାପତି ବିଭୁପ୍ରସାଦ ଶତପଥୀ ଏବଂ ସେବକ ବ୍ୟାସଦେବ ନାଏକ,ଶିଶୁ ସେବକ ରୁଦ୍ର ଶତପଥୀ,ଏବଂ ସେବିକା ନିରୁପମା ମିଶ୍ର ,ପୂରବୀ ଶତପଥୀ ଙ୍କ ଦ୍ବାରା ବୃକ୍ଷ ରୋପଣ ଆରମ୍ଭ ହୋଇଛି ।ଏତାଦୃଶ କାର୍ଯ୍ୟ ରେ ସମସ୍ତ ସେବକ ସେବିକା ସହଯୋଗ ପୂର୍ବକ ସାପ୍ତାହିକ ବନମହୋତ୍ସବ କାର୍ଯ୍ୟକ୍ରମ କୁ ସାଫଲ୍ଯ କରିବାକୁ ଆଶାବ୍ୟକ୍ତ କରିଛନ୍ତି ସଭାପତି ବିଭୁପ୍ରସାଦ ଶତପଥୀ । ଜନ କଲ୍ୟାଣ କାରୀ କାର୍ଯ୍ୟ ତଥା ସାମାଜିକ କର୍ତ୍ତବ୍ୟ ବୋଧତା ସମସ୍ତ ଜନସାଧାରଣଙ୍କ ପାଖରେ ରହିବା ଉଚିତ ବୋଲି ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ନିଜର ବକ୍ତବ୍ଯ ରେ ପ୍ରକାଶ କରିଛନ୍ତି । ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସାଧୁବାଦ ନିହାତି ଜଣାଇବା ର ଆଶା ରଖନ୍ତି ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସଡକ ସୁରକ୍ଷ। ଦିବସ ପାଳନ

Sunil Chandra Nayak

କବିତା – ନିଷ୍ଠା ଓ ଲକ୍ଷ୍ୟ

Sunil Chandra Nayak

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort