ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୦୨୩ରେ ଚୀନ୍‌କୁ ଟପି ବିଶ୍ବର ସବୁଠୁ ଅଧିକ ଜନବହୁଳ ଦେଶ ହୋଇପାରେ ଭାରତ: ଜାତିସଂଘ ରିପୋର୍ଟ

ନଭେମ୍ବର ୧୫ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ

ଆସନ୍ତାବର୍ଷ ଜନସଂଖ୍ୟାରେ ଭାରତ ଚୀନ୍‌କୁ ଟପିଯାଇ ପାରେ ବୋଲି ଆଜି ଜାତିସଂଘଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା, ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି।ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ୨୦୨୩ ବେଳକୁ ଚୀନ୍‌କୁ ଅତିକ୍ରମ କରି ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଯାଇପାରେ। ୨୦୨୨ରେ ବିଶ୍ବର ୨ଟି ଜନବହୁଳ ଅଞ୍ଚଳ ହେଉଛି ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ। ସେ ଅଞ୍ଚଳରେ ସମ୍ପ୍ରତି ୨.୩ ବିଲିୟନ୍‌ ଜନତା ବାସ କରୁଛନ୍ତି। ଏହା ବିଶ୍ବ ଜନସଂଖ୍ୟାର ୨୯%। ସେହିପରି, କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆରେ ୨.୧ ବିଲିୟନ୍ ଜନତା ବାସ କରୁଛନ୍ତି। ତାହା ସମଗ୍ର ବିଶ୍ବ ଜନତାର ୨୬%।

୨୦୨୨ରେ ଉଭୟ ଦେଶରେ ୧.୪ ଶହ କୋଟି ଜନତା ଥାଇ ଚୀନ୍‌ ଓ ଭାରତ ଉପରୋକ୍ତ ଅଞ୍ଚଳରେ ସବୁଠୁ ଜନବହୁଳ ଦେଶର ମାନ୍ୟତା ପାଇଛନ୍ତି।

ଜାତିସଂଘର ଆର୍ଥିକ ଓ ସାମାଜିକ ବ୍ୟାପାରର ଜନସଂଖ୍ୟା ଉପଖଣ୍ଡଦ୍ବାରା ପ୍ରସ୍ତୁତ ‘ଦି ୱାର୍ଲଡ୍‌ ପପୁଲେସନ୍‌ ପ୍ରସ୍ପେକ୍ଟସ୍‌ ୨୦୨୨’ କହିଛି ଯେ, ୨୦୨୨ ନଭେମ୍ବର ୧୫ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ।

୨୦୨୦ରେ ୧% ହ୍ରାସ ପାଇ ୧୯୫୦ ମସିହାରୁ ବିଶ୍ବ ଜନସଂଖ୍ୟା ସବୁଠୁ ମନ୍ଥର ଗତିରେ ବୃଦ୍ଧି ପାଉଛି। ଏହି ହାରରେ ୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮.୫ ଶହ କୋଟି ଏବଂ ୨୦୫୦ ବେଳକୁ ୯.୭ ଶହ କୋଟି ହୋଇଯାଇଥିବ ବୋଲି ଜାତିସଂଘ କହିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୨-୨୩ ଉଦଘାଟିତ

Sunil Chandra Nayak

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Sunil Chandra Nayak

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort