ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୯୪୭ ରୁ ୨୦୨୨ ପର୍ଯ୍ୟନ୍ତ ଓଡିଶାର କେଉଁ ମୁଖ୍ୟମନ୍ତ୍ରୀ କେଉଁ ଜିଲ୍ଲାରୁ

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହାତାବ….

ହେମାନନ୍ଦ ବିଶ୍ଵାଳ ଆଉ ତାଙ୍କ ପରଠାରୁ ଆଜି ପର୍ଯ୍ୟନ୍ତ ଅପ୍ରତିଦ୍ବନ୍ଦି ଭାବେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….

ଭାରତ ସ୍ଵାଧୀନ ହେବା ପରଠାରୁ ଆମ ରାଜ୍ୟ ଯେଉଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପାଇଛି ସେମାନେ କେଉଁ ଜିଲ୍ଲାରୁ ଆସିଛନ୍ତି । ଆଉ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆସନ୍ତୁ ଜାଣିବା ସେ ବିଷୟରେ। ତେବେ ସ୍ଵାଧୀନତା ପରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହାତାବ । ସେ କଟକ ବିଧାନ ସଭା ଆସନରୁ ଲଢି ବିଧାୟକ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ନେଇଥିଲେ ।

ତେବେ ହରେକୃଷ୍ଣଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବ କୃଷ୍ଣ ଚୌଧୁରୀ । ଜଗତସିଂହପୁରର ଏକ ଓକିଲ ପରିବାରରୁ ଜନ୍ମ ଗ୍ରହଣ କରିଥିବା ନବ କୃଷ୍ଣ ପରବର୍ତ୍ତୀ ସମୟରେ ବିଧାୟକ ହୋଇ ଓଡିଶାର ଶାସନ ଭାର ସମ୍ଭାଳି ଥିଲେ । ତେବେ ନବ କୃଷ୍ଣଙ୍କ ମୁଖ୍ୟମନ୍ତ୍ରୀ ପାରିସମାପ୍ତି ପରେ ପୁଣି ମୁଖ୍ୟମନ୍ତ୍ରୀ ଗାଦିକୁ ଫେରିଥିଲେ ହରେକୃଷ୍ଣ ମହାତାବ । ୧୯୬୧ ମସିହାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବା ପରେ ସରକାର ଭାଙ୍ଗି ଥିଲା ଆଉ ପରେ ସେହି ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓଡିଆ ମାଟିର ପୁଅ ବିଜୁ ପଟ୍ଟନାୟକ ।

ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିଜୁ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅବଦାନ ଯଥେଷ୍ଟ ଥିଲା । ବିଜୁ ବାବୁଙ୍କ ପରେ କଟକରେ ଜନ୍ମିତ ବିରେନ ମିତ୍ର କଟକ ସିଟି ବିଧାନ ସଭା ଆସନରୁ ଲଢି ବିଧାୟକ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଓଡିଶାର ଶାସନ ଡୋରୀ ସମ୍ଭାଳି ଥିଲେ । ବିରେନଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ନବରଂଗ ପୁର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସଦାଶିବ ତ୍ରିପାଠୀ ।

ସଦାଶିବଙ୍କ ପରେ ଓଡିଶାର ଶାସନ ଡୋରୀ ସମ୍ଭାଳି ଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ । ବଲାଙ୍ଗୀର ବିଧାନ ସଭାରୁ ନିର୍ବାଚିତ ହୋଇ ସେ ଓଡିଶାର ଶାସନ ଭାର ସମ୍ଭାଳି ଥିଲେ । ୧୯୭୧ ମସିହାରେ ରାଷ୍ଟ୍ରପତି ଶାସନ ଶେଷ ହେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଶ୍ଵନାଥ ଦାସ । ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିଶ୍ଵନାଥ ରାଉରକେଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୯୭୨ ମସିହାରେ ଓଡିଶାର ଶାସନ ଡୋରି ପ୍ରଥମ ପାଇଁ ଜଣେ ମହିଳାଙ୍କ ହାତକୁ ଯାଇଥିଲା । ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ପୁରୀରେ ଜନ୍ମିତ ନନ୍ଦିନୀ ଶତପଥି । ନନ୍ଦିନୀଙ୍କ ପରେ ଓଡିଶାର ଶାସନ ଡୋର ସମ୍ଭାଳି ଥିଲେ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିନାୟକ ଆଚାର୍ଯ୍ୟ।ବିନୟକ ଆଚାର୍ଯ୍ୟ ମାତ୍ର ୧୨୨ ଦିନ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତାଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ବାଲେଶ୍ଵର ଜିଲ୍ଲାର ନୀଳମଣି ରାଉତରାୟ ।

ନୀଳମଣିଙ୍କ ପରେ ଓଡିଶାର ଶାସନ ଭାର ନେଇଥିଲେ ପୁରୀ ଜିଲ୍ଲାରେ ଜନ୍ମିତ ଜାନକୀ ବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମେନନ୍ଦ ବିଶ୍ଵାଳ । ଏହା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ଶପଥ ନେଇଥିଲେ ବିଜୁ ପଟ୍ଟନାୟକ।ବିଜୁ ପଟ୍ଟନାୟକଙ୍କ ପରେ ପୁଣି ଗାଦିକୁ ଫେରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏହା ପରେ ପୁଣି ଓଡିଶାର ମୁଖ୍ୟମନ୍ତ୍ରୀ ହେଇଥିଲେ ହେମାନନ୍ଦ ବିଶ୍ଵାଳ ଆଉ ତାଙ୍କ ପରଠାରୁ ଆଜି ପର୍ଯ୍ୟନ୍ତ ଅପ୍ରତିଦ୍ବନ୍ଦି ଭାବେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:—୩

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort