ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର .. ଓଡ଼ିଆ ଚଳଚ୍ଚିତ୍ରର ନାମଗନ୍ଧ ନାହିଁ..

‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର….

ବଲିଉଡ୍‌ ଅଭିନେତା ଅଜୟ ଦେଗବନ ଓ ତାମିଲ ଅଭିନେତା ସୂରୟା ଶ୍ରେଷ୍ଠ ଅଭିନେତା ଯୋଗ୍ୟତା ଅର୍ଜନ କରିଛନ୍ତି…

ପୁଣି ଜାତୀୟସ୍ତରରେ ଦକ୍ଷିଣୀ ଚଳଚ୍ଚିତ୍ରର ଦବ୍‌ଦବା ଦେଖିବାକୁ ମିଳିଛି। ଏଥିସହିତ ଦକ୍ଷିଣୀ ଅଭିନେତାଙ୍କ ରାଜ୍‌ ମଧ୍ୟ ବଳବତ୍ତର ରହିଛି। ଘୋ‌ଷଣା ହୋଇଥିବା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ଏହା ପୁଣି ପ୍ରମାଣିତ ହୋଇଛି। ୨୦୨୦ ମସିହା ପାଇଁ ତାମିଲ୍‌ ଫିଲ୍ମ ‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ବଲିଉଡ୍‌ ଅଭିନେତା ଅଜୟ ଦେଗବନ ଓ ତାମିଲ ଅଭିନେତା ସୂରୟା ଶ୍ରେଷ୍ଠ ଅଭିନେତା ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ତାମିଲ ଅଭିନେତ୍ରୀ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଏଥି‌ସହ ହିନ୍ଦୀ, କନ୍ନଡ଼, ମାଲାୟାଲମ୍‌, ତାମିଲ, ତେଲୁଗୁ, ହରିୟାନ୍‌ଭି, ଦିମାସା, ଟୁଲୁ, ମରାଠୀ, ବଙ୍ଗଳା ଓ ଆସାମୀ ଆଦି ୧୧ଟି ଆଞ୍ଚଳିକ ଭାଷାର ଫିଲ୍ମ ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କିନ୍ତୁ ପରିତାପର କଥା ଯେ ମାତ୍ ଖାଇଛି ଓଡ଼ିଆ ଚଳଚ୍ଚିତ୍ର। କୌଣସି ବର୍ଗରେ ବି ଗୋଟିଏ ହେଲେ ଓଡ଼ିଆ ଫିଲ୍ମ ସାମିଲ ହୋଇପାରିଲାନାହିଁ। ୬୭ତମ ଜାତୀୟ ପୁରସ୍କାର ଉତ୍ସବରେ ଦୁଇ ଦୁଇଟି ଓଡ଼ିଆ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୬୮ତମ ଉତ୍ସବରେ ଗୋଟିଏ ବି ନାଁ ନାହିଁ। ଏମିତିକି କୌଣସି ଅଭିନେତାଙ୍କ ନାଁ ମଧ୍ୟ ପୁରସ୍କାର ତାଲିକାରେ ନାହିଁ।

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : କିଏ କେଉଁ ପୁରସ୍କାର ପାଇଲେ…
ଫିଚର ଫିଲ୍ମ ବର୍ଗ….
ଶ୍ରେଷ୍ଠ ଫିଚର ଫିଲ୍ମ: ସୁରରାଇ ପୋଟ୍ରୁ
ଶ୍ରେଷ୍ଠ ନିର୍ଦ୍ଦେଶନା: ସଚି (ଆୟାପନୁମ କୋଶିୟମ)
ଶ୍ରେଷ୍ଠ ଅଭିନେତ୍ରୀ: ଅପର୍ଣ୍ଣା ବାଲାମୁରଲୀ (ସୁରରାଇ ପୋଟ୍ରୁ)
ଶ୍ରେଷ୍ଠ ଅଭିନେତା: ସୁରିୟା (ସୁରରାଇ ପୋଟ୍ରୁ) ଏବଂ ଅଜୟ ଦେବଗନ (ତାନାଜୀ: ଦ ଅନସଙ୍ଗ ୱାରିୟର)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଳୀ (ଶିବରଞ୍ଜନିୟମ ଇନମ ସିଲା ପେଙ୍ଗଲମ)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ବିଜୁ ମେନନ (ଏକେ ‌ଆୟାପନମ କୋଶିୟମ)
ଶ୍ରେଷ୍ଠ ତେଲୁଗୁ ସିନେମା : କଲର ଫଟୋ
ଶ୍ରେଷ୍ଠ ତାମିଲ ସିନେମା: ଶିବରଞ୍ଜନିୟମ ଇନମ ସିଲା ପେଙ୍ଗଲମ
ଶ୍ରେଷ୍ଠ ମାଲାୟଲମ ସିନେମା: ଥିଙ୍କାଲାଜଚା ନିଶ୍ଚୟମ
ଶ୍ରେଷ୍ଠ ମରାଠୀ ସିନେମା: ଗୋଷ୍ଠ ଏକ ପାଇଥାନିଚି
ଶ୍ରେଷ୍ଠ କନ୍ନଡ଼ ସିନେମା: ଡୋଲୁ
ଶ୍ରେଷ୍ଠ ହିନ୍ଦୀ ସିନେମା: ତୁଲସୀଦାସ ଜୁନିୟର
ଶ୍ରେଷ୍ଠ ବଙ୍ଗଳା ସିନେମା : ଅଭିଯାତ୍ରିକ
ଶ୍ରେଷ୍ଠ ଅହମୀୟା ସିନେମା: ବ୍ରିଜ୍‌
ସ୍ପେସାଲ ମେନସନ: ବାଙ୍କୁ(ମାଲାୟଲମ), ଜୁନ (ମରାଠୀ), ଅବ୍ବଞ୍ଚିତ (ମରାଠୀ), ଗୋଡ଼କାଠ (ମରାଠୀ), ତୁଲସୀଦାସ ଜୁନିୟର (ହିନ୍ଦୀ)
‌ଶ୍ରେଷ୍ଠ ଟେଲି ଫିଲ୍ମ: ଜିତିଗେ
ଶ୍ରେଷ୍ଠ ଆକ୍ସନ ସିନେମା: ଏକେ ଆୟପନ୍ନମ କୋଶିୟମ
ଶ୍ରେଷ୍ଠ ନୃତ୍ୟନିର୍ଦ୍ଦେଶନା: ନାଟ୍ୟମ (ତେଲୁଗୁ)
ଶ୍ରେଷ୍ଠ ଗୀତ : ସାଇନା
ଶ୍ରେ‌ଷ୍ଠ ସଙ୍ଗୀତ: ଆଲା ଆଲା ବୈକୁଣ୍ଠପୁରମୁଲ୍ଲୋ
ଶ୍ରେଷ୍ଠ ମେକଅପ: ନାଟ୍ୟମ
ଶ୍ରେଷ୍ଠ ସଂପାଦନା: ଶିବରଞ୍ଜନିୟମ ଇନମ ସିଲା ପେଙ୍ଗଲମ
ଶ୍ରେଷ୍ଠ ଶବ୍ବଗ୍ରହଣ: ଡୋଲୁ
ଶ୍ରେଷ୍ଠ ଚିତ୍ରନାଟ୍ୟ: ସୁରରାଇ ପୋଟ୍ରୁ
ଶ୍ରେଷ୍ଠ ସଂଳାପ ମାଣ୍ଡେଲା
ଶ୍ରେଷ୍ଠ ଚିତ୍ରୋତ୍ତୋଳନ: ଅଭିଯାତ୍ରିକ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ନଞ୍ଚମା
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ରାହୁଲ ଦେଶପାଣ୍ଡେ
ପରିବେଶ ସଂରକ୍ଷଣ ଉପରେ ‌‌ଶ୍ରେଷ୍ଠ ସିନେମା: ମନାହ ଆରୁ ମନୁହ (ଆସାମ)
ଶ୍ରେଷ୍ଠ ସିନେମା ଅନୁକୂଳ ରାଜ୍ୟ: ମଧ୍ୟପ୍ରଦେଶ
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରଦ୍ଧାଶକ୍ତିସେବା ସଂଗଠନର ୭ମ ଅଧିବେଶନ ଅନୁଷ୍ଠିତ

କୋକୋମୁଣ୍ଡା ବାଇକ ଦୁର୍ଘଟଣା

masiha

ବିପଦ ସଙ୍କୁଳ ଅବସ୍ଥାରେ ଭଟ୍ଟାଗୁଡା ପ୍ରାଥମିକ ବିଦ୍ୟାଳୟ ଗୂହ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort