ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଇବା ପାଣି ଯୋଗାଣ ପାଇଁ ଅଭିନଵ ଉପାୟରେ ପ୍ରତିବାଦ 

  • ନୂଆପଡା: ମୋବାଇଲ ଟାୱର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛି ଜଣେ ସ୍ଥାନୀୟ ଯୁବକ । ଘଟଣା ଟି ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଘରଧରା ଗାଁରେ । ଏହି ଗାଁ ର ବିଭିନ୍ନ ସମସ୍ୟା ମାନ ଙ୍କ ମଧ୍ୟ ରୁ ପିଇବା ପାଣି ସମସ୍ୟା ଏକ ମୁଖ୍ୟ ସମସ୍ୟା । ଏହା ପୂର୍ବ ରୁ ଗାଁ ଲୋକ ଗାଁ ରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ରେ ଥିବା ନଳକୂପ ର ପାଣି ଖାଇ ଆସୁଥିଲେ । ହେଲେ ସ୍ଥାନୀୟ ଅଙ୍ଗନବାଡି ଉକ୍ତ କେନ୍ଦ୍ର ରେ ତାଲା ମାରିଦେଉଥିବା ରୁ ଲୋକେ ପାଣି ପାଇବା ରୁ ବଂଚିତ ହୋଇ ନାହିଁନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହାକୁ ପ୍ରତିବାଦ କରିବାକୁ ଯାଇ ଆଜି ହେମନ୍ତ ରଣା ନାମକ ଯୁବକ ପାଖରେ ଥିବା ଏକ ମୋବାଇଲ ଟାୱର ଉପରକୁ ଚଢି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଯଦି ପାଣି ସମସ୍ୟାର ସମାଧାନ ର ପ୍ରତିଶ୍ରୁତି ନମିଳେ ତେବେ ଟାୱର ରୁ ଡେଇଁ ଆତ୍ମହତ୍ୟା କରିବି ବୋଲି ଜିଦ ଧରି ବସିଥିଲେ । ଦୀର୍ଘ ସମୟ ଧରି ଗାଁ ଲୋକଙ୍କ ସହ ଖଡ଼ିଆଳ ଅଗ୍ନିଶମ ବିଭାଗ ବୁଝାଶୁଝା ପରେ ଯୁବକ ଓଲ୍ହାଇ ଥିଲେ । ଏହି ଘଟଣା ର ଦୃଶ୍ୟ ଦେଖିବା କୁ ଉକ୍ତ ଅଞ୍ଚଳର ଶହଶହ ଲୋକ ରୁଣ୍ଡ ଦେଖିବାକୁ ମିଳିଥିଲା । ଏୟାର ଟାୟାର ଟାୱର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ । ଘଟଣା ଟି ଖଡ଼ିଆଳ ବ୍ଳକ ଘରଧରା ସହ ଆଖପାଖ ଅଞ୍ଚଳର ଚାଂଚଲ୍ୟ ଖେଳାଇ ଦେଇଛି । ଆଜି ମଧ୍ୟ ଲୋକେ ପାଣି ପାଇଁ ସମସ୍ୟା ଭୋଗୁ ଥିବା ବେଳେ ଲୋକେ ଆତ୍ମହୁତି ଦେବା ପାଇଁ ପଛାଉ ନାହାନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ଦୂର କରିବା ଜରୁରୀ ହୋଇ ପଡିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ

Related posts

ଦୁଇ ଶକ୍ତିପୀଠର ଶୁଭ ପୂଜନ ହେବ ଆସନ୍ତାକାଲି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort