ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ବିଜୟ ଦିବସ

ନର୍ଲା: (ମ.ପ୍ର)ଜ୍ଞାନ ଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଜୟନ୍ତୀକୁ ଶିକ୍ଷକ ଦିବସ ଭାବେ ପାଳନ କରିଛି ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ନର୍ଲା ବ୍ଲକ । ଏହାସହ ବିଜୟ ଦିବସ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ନର୍ଲା ପେସିଫିକ ପବ୍ଲିକ ସ୍କୁଲ ପରିସରରେ ଏନେଇ ଆୟୋଜିତ ଭବ୍ୟ ସମାରୋହରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଂଘର ସଦସ୍ୟ/ସଦସ୍ୟା ତଥା ଆମ୍ବେଦକରବାଦିମାନେ ଯୋଗ ଦେଇଥିଲେ । ପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସଭା ସ୍ଥଳକୁ ଆସି ପହଞ୍ଚିଥିଲେ । ନୂତନ ବର୍ଷ ୨୦୨୨ ପ୍ରାରମ୍ଭରେ ଆଜି ଶିକ୍ଷକ ଦିବସ ସହ ବିଜୟ ଦିବସ ପାଳନ କରାଯାଇଥିଲା । ନର୍ଲା ବ୍ଲକ ସିଡ୍ୟୁଲକାଷ୍ଟ ଫେଡେରେସନ ସଭାପତି ରଘୁନାଥ ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଅଧ୍ୟାପକ ଜିତେନ୍ଦ୍ର ସୁନା, ରମଣୀ ଦୁରିଆ, ରଜନୀକାନ୍ତ କୁମାର, କବିତା ବାଗ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ, ବାସନ୍ତୀ ସତନାମି, ଡ଼ଃ ବିବେକାନନ୍ଦ ମହାନନ୍ଦ, ଅଭିରାମ ନନ୍ଦ, ଦେବେଶ୍ବର ସାଗର, ଏସ ସୁଜାତା, କାମରାଜ ଦୁରିଆ, ଅଇନଜିବୀ ଦିଗାମ୍ବର ଦୁରିଆ, ଜିତେନ୍ଦ୍ର କର, ଶ୍ରୀବତ୍ସ ତାଣ୍ଡି ଜ୍ୟୋର୍ତିମୟୀ ଜାଲ ଓ ଲିଙ୍ଗରାଜ ଆଜାଦ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ମହାପୁରୁଷମାନଙ୍କ ପ୍ରତିକୃତରେ ଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ସହ ତ୍ରିଶରଣ ପଞ୍ଚଶୀଳ ଗାନ କରାଯାଇଥିଲା । ଅତିଥିମାନେ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବାସହ ଦଳିତ ସମାଜ ଅଧିକ ଶସକ୍ତ ହେବାକୁ ଆହ୍ବାନ କରିଥିଲେ । ପ୍ରକାଶ ସାଗର, ସୁଷମା ସୁନା ଓ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଅବିନାଶ ମହାପାତ୍ର  ଙ୍କ କବିତା ରକ୍ଷା କର ଭଗବାନ

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort