ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହେମାଳ ୟୁନିଅନ,ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ

ଖରିଫ ଋତୁରେ ହେମାଳ ମାନଙ୍କ ର ବର୍ଦ୍ଧିତ ମୂଲ୍ୟ ନିଶ୍ଚିତ କରିବାକୁ ଦାବି….

କଳାହାଣ୍ଡି ଜିଲ୍ଲା ରେ ମୋଟ ୧୩୬ଟି ମଣ୍ଡି ଥିବାବେଳେ ୬ହଜାରରୁ ଉର୍ଦ୍ଧ୍ବ ହେମାଲ ରହିଛନ୍ତି।

    କଳାହାଣ୍ଡି ଜିଲ୍ଲା ଧର୍ମଗଡ ହୋଟେଲ ରୟାଲ ପେଲେସ ଠାରେ ରବିବାର ଦିନ ହେମାଳ ୟୁନିଅନ, ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏହି ସମ୍ମିଳନୀ ରେ କଳାହାଣ୍ଡି ଜିଲ୍ଲା ମଜଦୂର ସଂଘ ର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ପଟ୍ଟଯୋଶୀ,ସଭାପତି ସୁରେନ୍ଦ୍ର ମୋହନ କର, ସଂପାଦକ ବିଶ୍ବରଂଜନ ସାହା ଓ ଶ୍ରମିକ ମାନେ ଉପସ୍ଥିତ ରହିଥିଲେ। ସମ୍ମିଳନୀରେ ମଣ୍ଡି ହେମାଳ ଙ୍କ ମଜୁରୀ ବର୍ଦ୍ଧିତ ପାଇଁ ପ୍ରବନ୍ଧକ ଓଡିଶା ସମବାୟ ସମିତି ସମୂହ ରାଜ୍ୟ ସରକାରଙ୍କ ନିକଟରେ ସୁପାରିଶ କରିଥିବା ସୂଚନା ମିଳିଛି।ଯାହା ହେମାଳ ମାନଙ୍କ ପାଇଁ ଏକ ଖୁସି ଖବର ବୋଲି ସଂଘ ପ୍ରତିଷ୍ଠାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ପୂର୍ବରୁ ହେମାଳ ମାନେ ନାନା ପ୍ରକାର ସମସ୍ୟା ରେ ସମ୍ମୁଖୀନ ହେଉଥିଲେ।ଏହା କୁ ଦୃଷ୍ଟି ରେ ଗତ ୨୦୧୭ମସିହା ମଜଦୂର ସଂଘ ପକ୍ଷରୁ ମଜୁରୀ ଗଠନ ପାଇଁ ସରକାର ନିକଟରେ ପ୍ରସ୍ତାବ ରଖିଥିଲେ।ସେତେବେଳେ ମଣ୍ଡିରେ ନିୟୋଜିତ ହେମାଳ କୁ ପାରିଶ୍ରମିକ ବାବଦ କୁ କୁଇଟାଲ ପିଛା ୧୧ଟଙ୍କା ୧୯ପଇସା ଦେବା ବ୍ୟବସ୍ଥା ଥିଲେ ହିଁ ୧୦ ଟଙ୍କା ଦେଉଥିଲେ।ପରବର୍ତ୍ତୀ ସମୟରେ ବଢିବା ବଦଳରେ ୮ଟଙ୍କା ୪୭ପଇସା ହ୍ରାସ କରାଯାଇଥିଲା।ଏନେଇ ଭାରତୀୟ ମତଜୁର ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରାସ୍ତ ହୋଇଥିଲା।କୋର୍ଟ ଏହାର ବିଚାର କରି ହେମାଳ ଙ୍କ ପାରିଶ୍ରମିକ ବର୍ଦ୍ଧିତ କରିବାକୁ ଜିଲ୍ଲାପାଳ ଙ୍କୁ ଚିଠି କରିଥିଲେ।ତେବେ ଜିଲ୍ଲାପାଳ ସେତେବେଳ ନିଜ ଅକ୍ତିଆରେ ନ ଥିବା କହି ଚିଠିକୁ ରେଫର କରିଥିଲେ। ପୁନଃ ଏହାର ବିଚାର ନେଇ ପ୍ରବନ୍ଦକ ଓଡିଶା ସମବାୟ ସମିତି ସମୂହ କୁଇଟାଲ ପିଛା ୨୫ଟଙ୍କା ପାରିଶ୍ରମିକ ଦେବା ବ୍ୟବସ୍ଥା କରିବାକୁ ସରକାର ନିକଟକୁ ଏକ ଚିଠି ସୁପାରିଶ କରିଥିବା ଜଣାପଡ଼ିଛି।ଯାହା ସମ୍ମିଳନୀ ରେ ଏହି ସୁପାରିସ ସରକାର ଙ୍କ ଠାରୁ ଖରିଫ ଋତୁ ମଣ୍ଡି ଆରମ୍ଭ ପୂର୍ବରୁ ଅନୁମୋଦନ ଲାଭ କରିବା ଆଶା ରଖାଯାଇଛି। ନଚେତ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସମ୍ମିଳନୀରେ ଶ୍ରୀ ପଟ୍ଟଯୋଶୀ ଚେତାବନୀ ଦେଇଛନ୍ତି।କଳାହାଣ୍ଡି ଜିଲ୍ଲା ରେ ମୋଟ ୧୩୬ଟି ମଣ୍ଡି ଥିବାବେଳେ ୬ହଜାରରୁ ଉର୍ଦ୍ଧ୍ବ ହେମାଲ ରହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ଜନସମ୍ପର୍କ ପଦଯାତ୍ରା ଆୟୋଜିତ   

Sunil Chandra Nayak

କନ୍ଦାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୨ କୋଠରି , ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort