ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୮୫ ତମ ଅନନ୍ୟା ଅଡିଓ କବିତା ଆସର ଉଦଯାପିତ ଦିବସରେ ବାଲେଶ୍ଵର ପର୍ଯ୍ଯବେକ୍ଷଣ

ବାଲେଶ୍ଵର,୦୨/୯/୨୨- କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ସୁନ୍ଦର ମୋ ଭାଷା ସାହିତ୍ୟ ପରି ଏକ ଅଗ୍ରଣୀ ଅନୁଷ୍ଠାନର ୮୫ ତମ ଅନନ୍ୟା ଅଡିଓ କବିତା ଆସର ମହା ସମାରୋହରେ ପାଳିତ ହୋଇଯାଇଛି । ଶୁଭ ସନ୍ଧ୍ୟାର ଏହି ଭବ୍ୟ ଦିବ୍ୟ ବର୍ଣ୍ଣାଢ୍ୟ ଆସରରେ ଅନୁଷ୍ଠାନ ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ସହ-ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କମଳ ଲୋଚନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ।ଆଦର୍ଶ ଗୃହିଣୀ ଓ ଭୁବନେଶ୍ୱରର ସୁସାହିତ୍ୟିକା ମାନସୀ ବେହୁରା, ସୁସାହିତ୍ୟିକ ସୁଶିକ୍ଷାବିତ ଡ଼ଃ ନୀଳାଦ୍ରୀ ଜଗଦ୍ଦେବ ଖୋର୍ଦ୍ଧା ଓ ସୁଶିକ୍ଷକ ସାହିତ୍ୟ ପ୍ରେମୀ ଗଜନୀ ଚନ୍ଦ୍ରଶେଖର, କୋରାପୁଟରୁ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁଶ୍ରୀ ଆରାଧ୍ୟାଙ୍କ ଶୁଭ ଶଙ୍ଖଧ୍ୱନି ପରେ ବରିଷ୍ଠ ସୁସାହିତ୍ୟିକ ପ୍ରଫୁଲ୍ଲ କୁମାର ହୋତା ଆସର ଉଦ୍ଘାଟନ କରିଥିଲେ । ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମରେ ପ୍ରତାପ କିଶୋର ରାଉତ, ଅଙ୍କିତା ଦାଶ, ତୃପ୍ତିରାଣୀ ପାତ୍ର, ଅଙ୍କିତା ପ୍ରିୟଦର୍ଶିନୀ, ଖୁସି କିରଣ ଓ ସ୍ଥିତପ୍ରଜ୍ଞାଙ୍କ ପରି କଣ୍ଠଶିଳ୍ପୀଙ୍କର ଭଜନ ସଂଗୀତ ସଭିଙ୍କୁ ବିମୋହିତ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା ।   ସମ୍ପାଦକ ଶ୍ରୀ ସେନାପତିଙ୍କ ପରିଚୟ ପ୍ରଦାନ ପରେ ଆଦର୍ଶ ଶିକ୍ଷାବିତ ଓ ସମାଜପ୍ରେମୀ ମୁଖ୍ୟ ଅତିଥିଙ୍କର ମହନୀୟ ବାର୍ତ୍ତା ସଭିଙ୍କୁ ମୁଗ୍ଧ କରିଥିଲା । ଗୌରୀ ପଣ୍ଡା, ଦୀପ୍ତି ଦେବଦର୍ଶିନୀ ସୁତାର, ସନ୍ତୋଷ କୁମାର ସାହୁ, ପଙ୍କଜିନୀ ଉପାଧ୍ୟାୟ, ଦେବେନ୍ଦ୍ର ନାୟକ, କବୟିତ୍ରୀ ବାସନ୍ତୀଲତା ଜେନା ଓ କବି ଉମାକାନ୍ତ ଦାସଙ୍କ ସମେତ ୩୫ରୁ ଉର୍ଦ୍ଧ୍ବ କବି କବୟିତ୍ରୀଙ୍କ ଛନ୍ଦଯୁକ୍ତ ଓ ଛନ୍ଦମୁକ୍ତ କବିତାର ସୁନ୍ଦର ଆବୃତ୍ତି ସଭିଙ୍କୁ ଅପାର ଆନନ୍ଦ ଦେଇଥିଲା । ଅନନ୍ୟା ମୁଖ୍ୟ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ଅଭିନୟ ସଂଗୀତ ସଭିଙ୍କୁ ଆକର୍ଷଣରେ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ସଦ୍ୟ ଜୀବନ୍ତ କରିବା ପାଇଁ ଅନନ୍ୟା ପ୍ରତିଭା ଧୀରେନ୍ଦ୍ର ମଲ୍ଲିକ, କଵି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, କବୟିତ୍ରୀ ହାସ୍ୟମୟୀ ରାଜ, ଅଂଶୁମାନ ସ୍ବାଇଁ, ସନ୍ତୋଶିନୀ ଦାଶଙ୍କ ଗଭୀର ପର୍ଯ୍ୟବେକ୍ଷଣ ଓ ଉତ୍ସାହପୁର୍ଣ୍ଣ ମତ ସଭିଙ୍କୁ ମମତାରେ ପ୍ରୋତ୍ସାହିତ କରିଥିବା ବେଳେ ପ୍ରତିଭା ମାନଙ୍କ ଅଡିଓ କବିତା ସମାଜ, ସଭ୍ୟତା ଓ ସଂସ୍କୃତି ବିକାଶ ଭାବନାକୁ ଅନନ୍ୟା ପ୍ରତିଭା ଶକୁନ୍ତଳା ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର, ନିରୀକ୍ଷଣ କରି ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଅନୁଭୂତି ସୁନ୍ଦର ଭାବେ ପ୍ରଦାନ କରିଥିଲେ କବୟିତ୍ରୀ ସ୍ୱପ୍ନା ମହାନ୍ତି । ଅନନ୍ୟା ଅନୁଷ୍ଠାନର ବଳିଷ୍ଠ ବାର୍ତ୍ତା ଶାନ୍ତିଲତା ପଣ୍ଡାଙ୍କ ମୁଖରୁ ନିସୃତ ହୋଇଥିଲା । ସରାଗର ଭାବପୂର୍ଣ୍ଣ ଶାନ୍ତି ପାଠ କରିଥିଲେ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ । ପରିଶେଷରେ ଏ ସମସ୍ତ ଅଡିଓ କବିତାକୁ ମା ସମଲେଇ ଓ ବିଘ୍ନ ବିନାଶକଙ୍କ ପଦ ପଙ୍କଜରେ ସମର୍ପଣ ପୂର୍ବକ ଆସର ସମାପ୍ତି ଘୋଷଣା କରାଯାଇଥିଲା । ରଞ୍ଜନ କୁମାର ମହାନ୍ତିଙ୍କ ଧନ୍ୟବାଦ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତା ର ଶପଥ ପାଠ।

Sunil Chandra Nayak

ଜାମଚୁଆଁ ଗାଁରେ ଅଘଟଣ, ବଜ୍ରପାତରେ ୧୧ ଗୋରୁଙ୍କ ମୃତ୍ୟୁ

Sunil Chandra Nayak

କୋରାନ। ରେ ମୃତ ସାମ୍ବାଦିକ ଙ୍କ ପରିବାର କୁ ଅନୁକମ୍ପା ରାଶି ପ୍ରଦାନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort