ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨ ଗୋଟି ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

 ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସ୍ୱୟଂଶାସିତ କଲେଜ ଜାତୀୟ ସେବା ଯୋଜନା ଏନଏସଏସ)ର ୨ଟି ଶୀତକାଳୀନ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୀତକାଳୀନ ଶିବିରରେ ମୁଖ୍ୟ ଅତିଥ ଭାବରେ ପୂର୍ବଟନ କଲେଜ ଅଧ୍ୟକ୍ଷ ମେଜର ଡଃ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି ଶିବିରର ଶୁଭ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅଶ୍ବିନୀ ପାଢୀ, ଡଃ ତରୁଣ କୁମାର ପ୍ରଧାନ ପ୍ରମୁଖ ନିଜର ଅନୁଭୂତି ଜ୍ଞାପନ କରିଥିଲେ । ୨ ଗୋଟି ଶିବିର ୨୫ ଜଣ ସ୍ଵେଚ୍ଛାସେବା ଛାତ୍ରୀଙ୍କୁ ନେଇ ମହିଳା ୟୁନିଟ କୋଟିପଦର ଗ୍ରାମରେ ଏବଂ ୨୫ ଜଣ ସ୍ଵେଚ୍ଛାସେବୀ ଛାତ୍ରଙ୍କୁ ନେଇ ପୁରୁଷ ୟୁନିଟ ଚିଚେର ଗ୍ରାମରେ ୭ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଯଥା କରୋନା ସଚେତନତା, ଭୋଟର ଅଧିକାର, ପଞ୍ଚାୟତ ନିର୍ବାଚନ, ମାନବାଧିକାର, ଗ୍ରାମରେ ସ୍ଵଚ୍ଛତା ଉପରେ ଉପରେ ଅନୁଷ୍ଠିତ ହେବ । ଜାତୀୟ ସେବା ଯୋଜନା ସଂଯୋଜିକା ପ୍ରଣତୀ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ଚିତ୍ତରଞ୍ଜନ ଜେନା, ଶୁଭ୍ରାଂଶିସ ବାରିକ, ମୀନା ସାହା ଉପସ୍ଥିତ ଥିଲେ । ଶେଷରେ ସୁରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ତଜିଲ୍ଲା କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ବିଶ୍ୱାସ ଯୁବକ ସଙ୍ଘ ଦ୍ୱାରା ୧୯ତମ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ରେ ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort