ତେନ୍ତୁଳିଖୁଣ୍ଟି ୦୨/୦୯/୨୨। ତେନ୍ତୁଳିଖୁଣ୍ଟି ବ୍ଳକର ନୋଡାଲ ବାପୁଜି ହାଇସ୍କୁଲ ରେ ଅଚାନକ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଗସ୍ତ କରିଥିଲେ।ଏହି ବିଦ୍ୟାଳୟ ରେ ଛାତ୍ରୀ ନିବାସ କୁ ତୁରନ୍ତ କାର୍ଯ୍ୟ କାରୀ କରିବା ପାଇଁ ପ୍ରଧାନ ଶିକ୍ଷକ କୁ ନିର୍ଦ୍ଦେଶ ଦେବା ସହ ଆସନ୍ତା 10 ତାରିଖ ସୁଦ୍ଧା ଛାତ୍ରୀ ମାନେ ରହିବେ ବୋଲି କହିଛନ୍ତି। ସେହି ଦିନ ଫୋନ କରି ଜଣେଇବାକୁ କହିଛନ୍ତି।ବିଦ୍ୟାଳୟ ରେ ଅଳିଆ ଆବର୍ଜନା ,ଲଟାବୁଦା ,ଘାସ ଗୁଡିକ କୁ ସଫା କରିବାକୁ ନିର୍ଦ୍ଦେଶ ଦେଲେ 5ଟି ବିଦ୍ୟାଳୟ ର ଅବସ୍ଥା ଦେଖି ବିଗିଡି ଥିବା ଦେଖିବାକୁ ମିଳିଥିଲା କେତେକ ଜାଗାର ଅଳିଆ କୁ।ଜିଲ୍ଲାପାଳ ନିଜେ ସଫା କରିଥିଲେ। 5 ଟି କାମ ବନ୍ଦ ହୋଇ ପଡ଼ିଥିବାରୁ ବିଡିଓ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। 5ଟିରେ ଚାଲିଥିବା କାମଗୁଡିକ ନିଜେ ବୁଲି ଦେଖିବା ସହିତ କାମ ବହୁତ ସରିଥିବା ବେଳେ ଅଳ୍ପ ଅଳ୍ପ କାମ ନସାରି କାହିଁକି ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ।ଫାଇବଶ କାମ ଦେଖି ଦବିଯାଇଛି କହି ଶୀଘ୍ର ଠିକାଦାର ଙ୍କୁ କହି ଠିକ ସେ ଇଟା ବସେଇବାକୁ କହିବାପାଇଁ ପ୍ରଧାନ ଶିକ୍ଷକ ଙ୍କୁ ବିଡ଼ିଓଙ୍କ ସହ କଥା ହୋଇ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେବାସହ ବିଦ୍ୟାଳୟ ମୁଖ୍ୟ ଗେଟର ଅବସ୍ଥା ଓ ଗେଟ ଯାହା କରିଛନ୍ତି କିନ୍ତୁ ଶେଷ କରୁନାହାନ୍ତି କାହିଁକି।ବିଦ୍ୟାଳୟ ର ସମସ୍ତ କାମ ସରିଆସୁଥିବା ସମୟରେ ଅଳ୍ପ ଅଳ୍ପ କାମ ବ।କିଥିବାରୁ ଶୀଘ୍ର ଶେଷ କରିବାକୁ କହିବା କୁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି