ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଉଚ୍ଚ ବିଦ୍ୟାଳୟ ଥୁଅମୁଳ ରାମପୁର ୨୦୧୫ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ ଓ ବଣ ଭୋଜି 

ଥୁଆମୂଳ ରାମପୁର: ମସୀହା :- କଳାହାଣ୍ଡି ଜିଲ୍ଲା ଥୁଅମୁଳ ରାମପୁର ମୁଖ୍ୟାଳୟ ଠାରେ ଥିବା ଉଚ୍ଚବିଦ୍ୟାଳୟ ଥୁଅଆମୂଳ ରାମପୁର ୨୦୧୫ ଦଶମ ଶ୍ରେଣୀରେ ଅଧ୍ଯୟନ କରିଥିଲେ ସେହି ସମୟର ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଓ ବଣଭୋଜିର ଆୟୋଜନ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନେ ବିଗତ ଦିନର ସ୍ମୃତି ଗୁଡିକକୁ ମନେପକାଇବା ଓ ଜୀବନ୍ତକରି ଗଢିତୋଳିବା ନେଇ ତୃତୀୟ ବାର୍ଷିକୀ ବନ୍ଧୁ ମିଳନ ଅବସରରେ ଥୁଅମୁଳ ରାମପୁର ବ୍ଳକରେ ଥିବା ବଳଙ୍ଗୀ ଗ୍ରାମ ନିକଟରେ ଥିବା ସୀନ୍ଦେର ଜଳ ପ୍ରପାତରେ ଆୟୋଜନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାୟ ୪୫ ଜଣ ପୂରାତନ ଛାତ୍ରଛାତ୍ରୀ ଯୋଗଦେଇ ହଜିଲା ଦିନର ସ୍ମୃତି ଗୁଡିକକୁ ସାଉଁଟି ଓ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କୁ ଉପସ୍ଥାପନ କରିଥିଲେ । ବନ୍ଧୁତ୍ୱ ଏକ ଅପାସୋରା ଗପମୁଣି ଓ ଏହା ଏକ ଅବିଚ୍ଛେଦ୍ୟ ଜୀବନଚର୍ଯ୍ୟାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ବନ୍ଧୁତ୍ବରେ ନଥାଏ କୁଟକପଟ,ଛନ୍ଦ ମାୟା ଧନୀଗରିବ,ଉଚ୍ଚନୀଚ , କଳାଗୋରା ବାଛ ବିଚାର ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

ଆଗାମୀ ଦିନରେ ସମସ୍ତ ବନ୍ଧୁ ଏକଜୁଟ ହୋଇ ଯେପରି ସମାଜର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ କରିବା ପାଇଁ ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଯୋଜନା ପ୍ରସ୍ତୁତ କରିଥିଲେ । ନିକଟ ଭବିଷ୍ୟତରେ ବୃକ୍ଷ ରୋପଣ ଠାରୁ ରକୃଦାନ,ସଫେଇ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଆଗେଇ ଆସିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ସୀନ୍ଦେର ଜଳ ପ୍ରପାତ ର ସୌନ୍ଦର୍ଯ୍ୟ କୁ ମନଭରି ଉପଭୋଗ ସହ ନାଚ ଗୀତର ଆସରରେ ଖୁସିରେ ବିଭୋର ହୋଇ ଉଠିଥିଲେ ପୂର୍ବତନ ଛାତ୍ର ତଥା ଯୁବ ସମ୍ବାଦିକ ଶ୍ରୀ ଦୁର୍ଗାକୀର୍ତି, ଟୁନା ପରିଛା ଶ୍ରୀ ସୁନୀଲ ହଂସ ଓ ଲାଲ କୃଷ୍ଣ ଧଙ୍ଗଡା ମାଝୀ ଙ୍କ ଆବାହନତ୍ବରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପୂରାତନ ଛାତ୍ରୀ କୁମାରୀ ଅବନ୍ତି ନାଏକ ଓ ସସ୍ମିତା ମାଝୀ,କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂରାତନ ଛାତ୍ର ଓ ଛାତ୍ରୀ ମାନେ ହେଲେ ଜଗବନ୍ଧୁ ମାଝୀ, ଲିଙ୍ଗରାଜ କାଣ୍ଡ , ବିଭୁତି ଭୂଷଣ ପୁଝାରୀ , ସଦାଶିବ ବିଶି , ତସମୀନ କୁମାର ନାଏକ,ରଞ୍ଜନ ନାଏକ, ଉମାକାନ୍ତ ନାଏକ, ମନୋଜ ନାଏକ, ସସବନ୍ତ ନାଏକ , ମନରଞ୍ଜନ ନାଏକ , ଯାଜ୍ଞସେନ ମାଝୀ , ଅଜୟ ମାଝୀ,ବଂଶୀ ମାଝୀ,ସୁଦାମ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ପ୍ରିୟରଞ୍ଜନ ନାଏକ, ଜିତେନ୍ଦ୍ର ନାଏକ,ଗମୟ ରଞ୍ଜନ ନାଏକ,

ବିକାଶ ନାଏକ,ଅବନ୍ତ ନାଏକ,ବୈଶାଳୀ ନାଏକ,ଡଲୀ ନାଏକ, ସସ୍ମିତା ମାଝୀ,ରୁନୁ ଗୋପାଳ,ଯଶୋଦା ନାଗ,ସିନ୍ଧୁ ଚଲାନ, ନିଲମ ନାଏକ ମମତା ନାଏକ ପ୍ରମୁଖ ଯୋଗଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଶେଷରେ ଶ୍ରୀ ଦୁର୍ଗାକୀର୍ତି ଓ ଟୁନା ପରିଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ବନ୍ଯା ପାଣିରେ ଫସଲ ନଷ୍ଟ , ଗାଁ ଦାଣ୍ତରେ ପାଣି, ଗଛ ପଡି ଘର ଭାଙ୍ଗିଲା, ବଢୁଛି ଦୁର୍ଦ୍ଦଶା 

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort